Advertisment

ଶନିବାର ଏ ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ? ନ ହେଲେ କ୍ଷୁବ୍ଧ ହୋଇଯିବେ ଶନିଦେବ

ନବଗ୍ରହ ମଧ୍ୟରେ ଶନିଙ୍କ ନାଁ ଶୁଣିଲେ ଲୋକେ ଡରି ଯାଆନ୍ତି।  ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ କାମ ଶନିଦେବଙ୍କୁ କଷ୍ଟ ଦେଇଥାଏ? ବିଶେଷ କରି ଶନିବାର ଦିନ କରାଯାଉଥିବା ଏହି କାର୍ଯ୍ୟଗୁଡ଼ିକ ତାଙ୍କର ପସନ୍ଦ ନାହିଁ। ତେଣୁ ଏ ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶନିବାର ଦିନ ଲୁହା ଅବା ଲୁହାରେ ତିଆରି କୌଣସି ବସ୍ତୁ କିଣନ୍ତୁ ନାହିଁ। କେତେକ ପଣ୍ଡିତଙ୍କ […]

ଅଦ୍ୟତନ ହୋଇଛି
ଶନିବାର ଏ ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ? ନ ହେଲେ କ୍ଷୁବ୍ଧ ହୋଇଯିବେ ଶନିଦେବ

shanidev

Advertisment

ନବଗ୍ରହ ମଧ୍ୟରେ ଶନିଙ୍କ ନାଁ ଶୁଣିଲେ ଲୋକେ ଡରି ଯାଆନ୍ତି।  ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ କାମ ଶନିଦେବଙ୍କୁ କଷ୍ଟ ଦେଇଥାଏ? ବିଶେଷ କରି ଶନିବାର ଦିନ କରାଯାଉଥିବା ଏହି କାର୍ଯ୍ୟଗୁଡ଼ିକ ତାଙ୍କର ପସନ୍ଦ ନାହିଁ। ତେଣୁ ଏ ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

Advertisment
  • ଶନିବାର ଦିନ ଲୁହା ଅବା ଲୁହାରେ ତିଆରି କୌଣସି ବସ୍ତୁ କିଣନ୍ତୁ ନାହିଁ।
  • କେତେକ ପଣ୍ଡିତଙ୍କ ମତରେ ଏହି ଦିନରେ ଲୁଣ କିଣନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବ କ୍ଷୁବ୍ଧ ହୁଅନ୍ତି ଓ ଦରିଦ୍ରତା ବଢ଼େ।
  • ଶନିବାର ଦିନ ସୋରିଷ ତେଲ ଦାନ କରାଯାଏ ,ମାତ୍ର ଏହି ଦିନ ସୋରିଷ ତେଲ କିଣନ୍ତୁ ନାହିଁ।
  • ତେଲ ଭଳି ବିରି ଜାତୀୟ ଦ୍ରବ୍ୟ କିଣନ୍ତୁ ନାହିଁ। ଏହା ଦ୍ୱାରା ଶନି ଦେବତା କ୍ରୋଧିତ ହୁଅନ୍ତି।
  • କଳା ରଙ୍ଗର ଯୋତା କିଣନ୍ତୁ ନାହିଁ। ଏହାଦ୍ୱାରା କାର୍ଯ୍ୟରେ ବିଫଳତା ମିଳିଥାଏ।
  • ପଢ଼ାଲେଖା ସହ ଜଡ଼ିତ ବସ୍ତୁ-ପେନ୍, କାଗଜ, କାଳି ଆଦି କିଣନ୍ତୁ ନାହିଁ।

ଆହୁରି ମଧ୍ୟ ଜାଣନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭଯୋଗ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହିଁ ଶୁଭ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe