ନୂଆଦିଲ୍ଲୀ: ସାବଧାନ! ଦୈନିକ ମଦ୍ୟପାନ କଲେ ଚର୍ମ କର୍କଟ ହୋଇପାରେ। ବିଶେଷ କରି ଅଧିକ ପରିମାଣରେ ମଦ୍ୟମାନ କରୁଥିବା ବ୍ୟକ୍ତି ପାଇଁ ଏହି ବିପଦ ବେଶୀ ରହିଛି। ଏକ ଗବେଷଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କରାଯାଇଛି। ଏନେଇ ବ୍ରିଟିସ୍ ଜର୍ଣ୍ଣାଲ ଡେର୍ମେଟୋଲୋଜିରେ ଏହ ତଥ୍ୟ ପ୍ରକାଶ ପାଇଛି। ପରୀକ୍ଷାନୀରିକ୍ଷାରୁ ଜଣାପଡ଼ିଛି ଯେ, ପ୍ରତିଦିନ ୧୦ ଗ୍ରାମରୁ ଅଧିକ ମଦ୍ୟପାନ କଲେ ଶରୀରରେ ବେସେଲ ସେଲ କାରସିନୋମା(ବିସିସି) ୭ ପ୍ରତିଶତ ବୃଦ୍ଧି ପାଇଥାଏ। । ସେହିପରି ୧୧ ପ୍ରତିଶତ କଟାନେମସ ସ୍କ୍ୱାମସ୍ ସେଲ କାରସିନୋମା (ସିଏସସିସି) ବୃଦ୍ଧି ପାଇଥାଏ। ଉଭୟେ କ୍ୟାନ୍ସରର ଲକ୍ଷଣ। ସୂର୍ଯ୍ୟର ଥିବା ଅତିବାଇଗଣି ରଶ୍ମି ଏହି ସେଲ ଉପରେ ପଡ଼ିଲେ ଶରୀର ପାଇଁ କ୍ଷିତିକାର ସାଜିଥାଏ।
ସୌଜନ୍ୟ: ହିନ୍ଦୁସ୍ଥାନ୍ ଟାଇମ୍ସ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...