Advertisment

ଦୈନିକ ମଦ୍ୟପାନ କଲେ ହୋଇପାରେ ଚର୍ମ କର୍କଟ

ନୂଆଦିଲ୍ଲୀ: ସାବଧାନ! ଦୈନିକ ମଦ୍ୟପାନ କଲେ ଚର୍ମ କର୍କଟ ହୋଇପାରେ। ବିଶେଷ କରି ଅଧିକ ପରିମାଣରେ ମଦ୍ୟମାନ କରୁଥିବା ବ୍ୟକ୍ତି ପାଇଁ ଏହି ବିପଦ ବେଶୀ ରହିଛି। ଏକ ଗବେଷଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କରାଯାଇଛି। ଏନେଇ ବ୍ରିଟିସ୍‌ ଜର୍ଣ୍ଣାଲ ଡେର୍‌ମେଟୋଲୋଜିରେ ଏହ ତଥ୍ୟ ପ୍ରକାଶ ପାଇଛି। ପରୀକ୍ଷାନୀରିକ୍ଷାରୁ ଜଣାପଡ଼ିଛି ଯେ, ପ୍ରତିଦିନ ୧୦ ଗ୍ରାମରୁ ଅଧିକ ମଦ୍ୟପାନ କଲେ  ଶରୀରରେ ବେସେଲ ସେଲ କାରସିନୋମା(ବିସିସି)  ୭ ପ୍ରତିଶତ ବୃଦ୍ଧି ପାଇଥାଏ। । ସେହିପରି  ୧୧ […]

ଅଦ୍ୟତନ ହୋଇଛି
ଦୈନିକ ମଦ୍ୟପାନ କଲେ ହୋଇପାରେ ଚର୍ମ କର୍କଟ

wine

Advertisment

ନୂଆଦିଲ୍ଲୀ: ସାବଧାନ! ଦୈନିକ ମଦ୍ୟପାନ କଲେ ଚର୍ମ କର୍କଟ ହୋଇପାରେ। ବିଶେଷ କରି ଅଧିକ ପରିମାଣରେ ମଦ୍ୟମାନ କରୁଥିବା ବ୍ୟକ୍ତି ପାଇଁ ଏହି ବିପଦ ବେଶୀ ରହିଛି। ଏକ ଗବେଷଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କରାଯାଇଛି। ଏନେଇ ବ୍ରିଟିସ୍‌ ଜର୍ଣ୍ଣାଲ ଡେର୍‌ମେଟୋଲୋଜିରେ ଏହ ତଥ୍ୟ ପ୍ରକାଶ ପାଇଛି। ପରୀକ୍ଷାନୀରିକ୍ଷାରୁ ଜଣାପଡ଼ିଛି ଯେ, ପ୍ରତିଦିନ ୧୦ ଗ୍ରାମରୁ ଅଧିକ ମଦ୍ୟପାନ କଲେ  ଶରୀରରେ ବେସେଲ ସେଲ କାରସିନୋମା(ବିସିସି)  ୭ ପ୍ରତିଶତ ବୃଦ୍ଧି ପାଇଥାଏ। । ସେହିପରି  ୧୧ ପ୍ରତିଶତ କଟାନେମସ  ସ୍କ୍ୱାମସ୍ ସେଲ କାରସିନୋମା (ସିଏସସିସି) ବୃଦ୍ଧି ପାଇଥାଏ। ଉଭୟେ କ୍ୟାନ୍ସରର ଲକ୍ଷଣ। ସୂର୍ଯ୍ୟର ଥିବା ଅତିବାଇଗଣି ରଶ୍ମି  ଏହି ସେଲ ଉପରେ ପଡ଼ିଲେ ଶରୀର ପାଇଁ କ୍ଷିତିକାର ସାଜିଥାଏ।

Advertisment

ସୌଜନ୍ୟ: ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe