Advertisment

କେବଳ ଫ୍ୟାଶନ୍‌ ନୁହେଁ, ଶରୀରକୁ ମଧ୍ୟ ଫାଇଦା ଦେଇଥାଏ କାନର ଛିଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନରେ ଛିଦ୍ର କରି କାନଫୁଲ ଲଗାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସିଛି। ପୁରଣା ଯୁଗରେ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ କାନରେ ଛିଦ୍ର କରି କାନଫୁଲ ପିନ୍ଧୁଥିଲେ। କ’ଣ ଆପଣ ଜାଣିଛନ୍ତି କି କାନ ଛିଦ୍ର କରିବା କେବଳ ଫ୍ୟାସନ୍‌ ନୁହେଁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାନ ଫୁଲ ଲଗାଇବା ଦ୍ୱାରା ସୁନ୍ଦର ଦେଖାଯିବା ସହ ଶରୀରକୁ ମଧ୍ୟ ଫାଇଦା ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହା […]

କେବଳ ଫ୍ୟାଶନ୍‌ ନୁହେଁ, ଶରୀରକୁ ମଧ୍ୟ ଫାଇଦା ଦେଇଥାଏ କାନର ଛିଦ୍ର

e31

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନରେ ଛିଦ୍ର କରି କାନଫୁଲ ଲଗାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସିଛି। ପୁରଣା ଯୁଗରେ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ କାନରେ ଛିଦ୍ର କରି କାନଫୁଲ ପିନ୍ଧୁଥିଲେ। କ’ଣ ଆପଣ ଜାଣିଛନ୍ତି କି କାନ ଛିଦ୍ର କରିବା କେବଳ ଫ୍ୟାସନ୍‌ ନୁହେଁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାନ ଫୁଲ ଲଗାଇବା ଦ୍ୱାରା ସୁନ୍ଦର ଦେଖାଯିବା ସହ ଶରୀରକୁ ମଧ୍ୟ ଫାଇଦା ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

Advertisment

publive-image

ଆର୍ୟୁବେଦ ଅନୁସାରେ କାନର ଭିତର ଯେତିକି ସୁକ୍ଷ୍ମ ହୋଇଥାଏ ବାହାର ଭାଗ ମଧ୍ୟ ସେତିକି ନରମ ହୋଇଥାଏ। ଏହା ଏପରି ଏକ ଅଂଶ ଯାହା ପ୍ରଜନନ ବିଷୟ ସହ ମଧ୍ୟ ସମ୍ବଦ୍ଧିତ ହୋଇଥାଏ। କେବଳ ଏହା ନୁହେଁ ମହିଳାମାନେ କାନରେ ଛିଦ୍ର କରିବା ଦ୍ୱାରା ମହିଳାମାନଙ୍କର ମାସିକ ଋତୁସ୍ରାବ ଠିକ୍‌ ସମୟରେ ହୋଇଥାଏ।

publive-image

ଯଦି ଛୋଟ ବେଳୁ କାନରେ ଛିଦ୍ର କରାଯାଏ ତାହାଲେ ମସ୍ତିଷ୍କର ବିକାଶ ଶୀଘ୍ର ହୋଇଥାଏ। କାନଫୁଲ ଲଗାଇବା ଜାଗାରେ ଛିଦ୍ର କରିବା ଦ୍ୱାରା ମସ୍ତିଷ୍କ ଅଧିକା କ୍ରିୟାଶୀଳ ହୋଇଥାଏ।

Advertisment

publive-image

ଏହା ଦ୍ୱାରା ଆଖି ମଧ୍ୟ ଭଲ ରହିଥାଏ। କାନଫୁଲ ଲଗାଇବା ଜାଗାରେ ଛିଦ୍ର କଲେ ଆଖିର କିରଣ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ଆଖିକୁ ଭଲ ଦିଶେ ଏବଂ ଆଖି ସୁସ୍ଥ ରହେ।

କେବଳ ଆଖି ନୁହେଁ ଏହାଦ୍ୱାରା କାନକୁ ଭଲ ଶୁଣା ମଧ୍ୟ ଯାଇଥାଏ। ଏବଂ କାନ ସମ୍ବନ୍ଧୀୟ ସମସ୍ୟା କମ୍‌ ଦେଖାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe