ଆପଣ ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି? ତାହା ହେଲେ ନାଲି ଲଙ୍କା ଖାଆନ୍ତୁ। ଏହା ଖାଇବା ଦ୍ୱାରା ଶରୀର କୋଲେଷ୍ଟ୍ରଲର ମାତ୍ରା କମ୍ ରହିଥାଏ। ଏହାଦ୍ୱାରା ଲୋକେ ଅଧିକ ଦିନ ବଞ୍ଚି ରହିଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।
ନାଲି ଲଙ୍କା ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ମୃତ୍ୟୁ ୧୩ ପ୍ରତିଶତ ବିଳମ୍ବରେ ଆସିଥାଏ। ଏହା ଖାଇଲେ ହୃଦରୋଗ ହୋଇ ନ ଥାଏ।
ଆମେରିକାର ବରମୋଟ ବିଶ୍ୱବିଦ୍ୟାଳୟର ମୁସ୍ତାରୋଫ ଚୋପାନ କହିଛନ୍ତି, ନାଲି ଲଙ୍କା ଖାଇଲେ ମୋଟାପଣ ଦୂର ହୋଇଥାଏ। ଏହାସହ ଶରୀରର ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଲୋକେ ଅଧିକ ଦିନ ବଞ୍ଚିଥାନ୍ତି।
ଶହଶହ ବର୍ଷ ହେଲା ମସଲା ଓ ଲଙ୍କା ରୋଗ ପ୍ରତିରୋଧକ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି। ଏଥିପାଇଁ ଦୀର୍ଘ ୨୩ ବର୍ଷ ଧରି ସର୍ଭେ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...