Advertisment

ଫିଟ୍‌ନେସ୍‌ ପାଇଁ କ’ଣ କ’ଣ କରୁଛନ୍ତି: ନାଲି ଲଙ୍କା ଖାଆନ୍ତୁ ଚର୍ବି କମାନ୍ତୁ

ଆପଣ ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି? ତାହା ହେଲେ ନାଲି ଲଙ୍କା ଖାଆନ୍ତୁ। ଏହା ଖାଇବା ଦ୍ୱାରା ଶରୀର କୋଲେଷ୍ଟ୍ରଲର ମାତ୍ରା କମ୍‌ ରହିଥାଏ। ଏହାଦ୍ୱାରା ଲୋକେ ଅଧିକ ଦିନ ବଞ୍ଚି ରହିଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ନାଲି ଲଙ୍କା ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ମୃତ୍ୟୁ ୧୩ ପ୍ରତିଶତ ବିଳମ୍ବରେ ଆସିଥାଏ।  ଏହା ଖାଇଲେ ହୃଦରୋଗ ହୋଇ ନ ଥାଏ। ଆମେରିକାର ବରମୋଟ ବିଶ୍ୱବିଦ୍ୟାଳୟର ମୁସ୍ତାରୋଫ ଚୋପାନ କହିଛନ୍ତି, ନାଲି ଲଙ୍କା ଖାଇଲେ ମୋଟାପଣ ଦୂର […]

ଅଦ୍ୟତନ ହୋଇଛି
ଫିଟ୍‌ନେସ୍‌ ପାଇଁ କ’ଣ କ’ଣ କରୁଛନ୍ତି: ନାଲି ଲଙ୍କା ଖାଆନ୍ତୁ ଚର୍ବି କମାନ୍ତୁ

red chilli,,,

Advertisment

ଆପଣ ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି? ତାହା ହେଲେ ନାଲି ଲଙ୍କା ଖାଆନ୍ତୁ। ଏହା ଖାଇବା ଦ୍ୱାରା ଶରୀର କୋଲେଷ୍ଟ୍ରଲର ମାତ୍ରା କମ୍‌ ରହିଥାଏ। ଏହାଦ୍ୱାରା ଲୋକେ ଅଧିକ ଦିନ ବଞ୍ଚି ରହିଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।

Advertisment

ନାଲି ଲଙ୍କା ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ମୃତ୍ୟୁ ୧୩ ପ୍ରତିଶତ ବିଳମ୍ବରେ ଆସିଥାଏ।  ଏହା ଖାଇଲେ ହୃଦରୋଗ ହୋଇ ନ ଥାଏ।

ଆମେରିକାର ବରମୋଟ ବିଶ୍ୱବିଦ୍ୟାଳୟର ମୁସ୍ତାରୋଫ ଚୋପାନ କହିଛନ୍ତି, ନାଲି ଲଙ୍କା ଖାଇଲେ ମୋଟାପଣ ଦୂର ହୋଇଥାଏ। ଏହାସହ ଶରୀରର ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଲୋକେ ଅଧିକ ଦିନ ବଞ୍ଚିଥାନ୍ତି।

Advertisment

ଶହଶହ ବର୍ଷ ହେଲା ମସଲା ଓ ଲଙ୍କା ରୋଗ ପ୍ରତିରୋଧକ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି।  ଏଥିପାଇଁ ଦୀର୍ଘ ୨୩ ବର୍ଷ ଧରି ସର୍ଭେ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe