ଚାଇନିଜ ଫୁଡ ଖାଉଛନ୍ତି କି ? ସତର୍କ ହୋଇଯାଆନ୍ତୁ, ଦେଖା ଦେଇପାରେ ଶାରୀରିକ ସମସ୍ୟା

ସାରା ବିଶ୍ୱରେ ଚାଇନିଜ୍‌ ଫୁଡର ଚାହିଦା ବହୁତ। ଭାରତରେ ବି ଏହାର କ୍ରେଜ୍‌ ରହିଛି। ହୋଟେଲଠାରୁ ଆରମ୍ଭ କରି ଷ୍ଟଲ ଏବଂ ରେଷ୍ଟୁରାଣ୍ଟରେ ଚାଇନିଜ୍‌ ଫୁଡର ମେନୁ ରହୁଛି। ଅଧିକ ମସଲା ଯୁକ୍ତ ଚାଇନିଜ୍‌ ଫୁଡ ସାଦିଷ୍ଟ ହୋଇଥିବାରୁ ଏହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥାଏ। ତେବେ ଏପରି ଖାଦ୍ୟ ଆମ ଶରୀର ପାଇଁ ବହୁତ କ୍ଷତିକାରକ ବୋଲି ଅନେକ ବିଶେଷଜ୍ଞ କହିଥାନ୍ତି। ଚାଇନିଜ୍‌ ଫୁଡ ଖାଇବି ଦ୍ୱାରା ହେଉଥିବା ୧୦ଟି କ୍ଷତି […]

Chinese food

Chinese food

Rakesh Mallick
  • Published: Friday, 04 August 2017
  • Updated: 13 September 2017, 12:11 PM IST

Sports

Latest News

ସାରା ବିଶ୍ୱରେ ଚାଇନିଜ୍‌ ଫୁଡର ଚାହିଦା ବହୁତ। ଭାରତରେ ବି ଏହାର କ୍ରେଜ୍‌ ରହିଛି। ହୋଟେଲଠାରୁ ଆରମ୍ଭ କରି ଷ୍ଟଲ ଏବଂ ରେଷ୍ଟୁରାଣ୍ଟରେ ଚାଇନିଜ୍‌ ଫୁଡର ମେନୁ ରହୁଛି। ଅଧିକ ମସଲା ଯୁକ୍ତ ଚାଇନିଜ୍‌ ଫୁଡ ସାଦିଷ୍ଟ ହୋଇଥିବାରୁ ଏହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥାଏ। ତେବେ ଏପରି ଖାଦ୍ୟ ଆମ ଶରୀର ପାଇଁ ବହୁତ କ୍ଷତିକାରକ ବୋଲି ଅନେକ ବିଶେଷଜ୍ଞ କହିଥାନ୍ତି। ଚାଇନିଜ୍‌ ଫୁଡ ଖାଇବି ଦ୍ୱାରା ହେଉଥିବା ୧୦ଟି କ୍ଷତି ସମ୍ପର୍କରେ ଆସନ୍ତୁ ଜାଣିବା।

୧. ଚାଇନିଜ ଫୁଡରେ ପକା ଯାଉଥିବା ଗ୍ଲୁଟାମେଟ୍‌ ବା ଏମ୍‌ଏସ୍‌ଜି ଯାହାକୁ ସାଧାରଣରେ ଅଜିନୋମୋଟ କୁହାଯାଇଥାଏ ଶରୀର ପାଇଁ ବହୁତ କ୍ଷତିକାରକ। ତେଣୁ ଏହାକୁ ଅଧିକ ଖାଆନ୍ତୁ ନାହିଁ।

୨. ଏଥିରେ ଭାରତୀୟ ଖାଦ୍ୟ ତୁଳନାରେ ୪୦ ପ୍ରତିଶତ ଅଧିକ ଲୁଣ ବ୍ୟବହାର କରାଯାଇଥାଏ। ଯାହା ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ। ଏହା ସେମାନଙ୍କୁ ବହୁ ସମସ୍ୟାରେ ପକାଇପାରେ।

୩. ଚାଇନିଜ୍‌ ଫୁଡରେ ମଇଦାର ନୁଡୁଲ୍ସ ଓ ଚାଉଳ ଅଧିକ ବ୍ୟବହାର ହୋଇଥାଏ। ସାଧାରଣରେ ଏହି ଖାଦ୍ୟ ଗୁଡିକରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଥାଏ। ଯାହା ମୋଟାପଣ ଓ ଡାଇବେଟିସ ଭଳି ରୋଗ ସୃଷ୍ଟି କରିଥାଏ।

୪. ଚାଇନିଜ୍‌ ଫୁଡ ଖାଇବା ପୂର୍ବରୁ ସୁପ୍‌ ନିଅନ୍ତୁ। ଏହାଦ୍ୱାରା ଆପଣ ହେବି ଫୁଡ ନେବାରୁ ବଞ୍ଚି ପାରିବେ।

୫. ସୋୟା ସସ୍ ପରି ଚଇନିଜ୍‌ ଫୁଡରେ ଅଧିକ ମାତ୍ରାରେ ମିଠା ଓ ଲୁଣ ରହିଥାଏ। ତେଣୁ ଏହାର ବ୍ୟବହାର ଯଥା ସମ୍ଭବ କମ କରନ୍ତୁ।

୬. ଚାଇନିଜ ଫୁଡ୍‌ରେ ପଡୁଥିବା ଦ୍ରବ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସବୁ ବେଳେ ନଜର ରଖିବେ ଯେପରି ଅଧିକରୁ ଅଧିକ ପରିବା ଏଥିରେ ବ୍ୟବହାର ହେଉଥିବ।

୭. ଆମିଷ ଚାଇନିଜ୍‌ ଫୁଡକୁ ବହୁତ ଅଧିକ ଫ୍ରାଏ କରାଯାଇଥାଏ। ଏଥିରେ ସସ୍‌ ମଧ୍ୟ ବ୍ୟବହାର ହୋଇଥାଏ। ଏହାଦ୍ୱାରା ମୋଟାପଣ ଆସିବା ସହ ଗ୍ୟାସ୍‌ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ।

୮. ମୋମୋଜ୍‌ ପରି କିଛି ଚାଇନିଜ୍‌ ଫୁଡ ବାମ୍ଫରେ ସିଝା ଯାଇଥାଏ। ଏହା କମ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଅଧିକ ସମସ୍ୟା ହୋଇ ନଥାଏ। ତେଣୁ ଏହାକୁ ଖାଇ ହେବ। ହେଲେ ସାବଧାନତା ନିହାତି ଆବଶ୍ୟକ।

୯. ଚାଇନିଜ୍‌ ଫୁଡ ଅଧିକ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଓଜନ ବଢାଇ ଦେଇଥାଏ। ତେଣୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

୧୦. ରାସ୍ତା କଡରେ ତିଆରି ହୋଇଥିବା ଚାଇନିଜ୍‌ ଫୁଡଠାରୁ ଦୂରେଇ ରୁହନ୍ତୁ। କାରଣ ଏକରେ ତ ଚାଇନିଜ୍‌ ଫୁଡ ସ୍ୱାସ୍ଥ୍ୟପ୍ରତି ହାନିକାରକ। ଏହାବାଦ ଏହି ରାସ୍ତାକଡ଼ ଦୋକାନ ଗୁଡିକରେ ନିମ୍ନ ମାନର ତେଲ ଓ ସସ୍‌ ବ୍ୟବହାର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story