ଷ୍ଟାଇଲ କି ଫ୍ୟାସନ୍‌ ନୁହେଁ ଟାଟୁ: ଜୀବନ ଧାରାକୁ କରିଥାଏ ପ୍ରଭାବିତ, ଜାଣନ୍ତୁ କେମିତି ଓ କାହିଁକି

ଏବେ ଯୁବପୀଢିଙ୍କ ମଧ୍ୟରେ ଟାଟୁ କ୍ରେଜ୍‌। ବିଭିନ୍ନ ଷ୍ଟାଇଲେ ଟାଟୁ ବନାଇବା ଏକ ସଉକରେ ପରିଣତ ହୋଇଛି। ସାଧାରଣତଃ ସମସ୍ତଙ୍କର ଧାରଣା ଟାଟୁ ବନାଇବା ଏକ ଫ୍ୟାସନ୍‌। ଏହା ଫ୍ୟାସନ୍‌ ସତ, ହେଲେ ଏହାର ପ୍ରଭାବ ଟାଟୁ ବନାଇଥିବା ବ୍ୟକ୍ତି ଉପରେ ସିଧାସଳଖ ପଡିଥାଏ। ବିଶେଷ କରି ଟାଟୁର ଡିଜାଇନ୍‌ ଓ ନିଖୁଣତା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ। ଆପଣଙ୍କ ଟାଟୁ ଆପଣଙ୍କ ମନ, ଦୃଦୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ। ଟାଟୁ ବନାଇବା ବହୁ କ୍ଷେତ୍ରରେ […]

shanti_tattoo

shanti_tattoo

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 11:35 AM IST

Sports

Latest News

ଏବେ ଯୁବପୀଢିଙ୍କ ମଧ୍ୟରେ ଟାଟୁ କ୍ରେଜ୍‌। ବିଭିନ୍ନ ଷ୍ଟାଇଲେ ଟାଟୁ ବନାଇବା ଏକ ସଉକରେ ପରିଣତ ହୋଇଛି। ସାଧାରଣତଃ ସମସ୍ତଙ୍କର ଧାରଣା ଟାଟୁ ବନାଇବା ଏକ ଫ୍ୟାସନ୍‌। ଏହା ଫ୍ୟାସନ୍‌ ସତ, ହେଲେ ଏହାର ପ୍ରଭାବ ଟାଟୁ ବନାଇଥିବା ବ୍ୟକ୍ତି ଉପରେ ସିଧାସଳଖ ପଡିଥାଏ। ବିଶେଷ କରି ଟାଟୁର ଡିଜାଇନ୍‌ ଓ ନିଖୁଣତା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ। ଆପଣଙ୍କ ଟାଟୁ ଆପଣଙ୍କ ମନ, ଦୃଦୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ। ଟାଟୁ ବନାଇବା ବହୁ କ୍ଷେତ୍ରରେ ଲାଭ ଦାୟକ ହୋଇଥିଏ। ହେଲେ ବେଳେ ବେଳେ ଏହା ଦୁଃଶ୍ଚିନ୍ତାର କାରଣ ମଧ୍ୟ ପାଲଟି ଯାଇଥାଏ। ଆସନ୍ତୁ ଜାଣିବା ଟାଟୁ ପ୍ରଭାବ ସମ୍ପର୍କରେ।

ଟାଟୁ ବନାଇବା ଲାଭ ଦାୟକ ହୋଇଥାଏ। ଯଦି ଏହା ଶତପ୍ରତିଶତ ସଠିକ୍‌ ହୋଇଥିବ। ଧରି ନିଅନ୍ତୁ ଆପଣ କୌଣସି ଧାର୍ମୀକ ଚିହ୍ନ ବନାଇଛନ୍ତି। ଯଦି ଏହି ଚିହ୍ନ ସଠିକ୍‌ ହୋଇଥାଏ ତେବେ ଏହି ଟାଟୁର ପ୍ରଭାବରେ ଆପଣଙ୍କ ମନ ସବୁ ବେଳେ ପ୍ରଫୁଲ ରହିବ। ଏହାଦ୍ୱାରା ଆତ୍ମବିଶ୍ୱାସ ବଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ।

ଟାଟୁକୁ ସୁନ୍ଦର କରିବା ପାଇଁ ଯୁବବର୍ଗ ସେଥିରେ ବିଭିନ୍ନ ଷ୍ଟାଇଲ ଆପଣାଇଥାନ୍ତି। ବିଶେଷ କରି କୌଣସି ଧାର୍ମୀକ ଟାଟୁ ବନାଇବା ବେଳେ ଡିଜାଇନ୍‌ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର। ଏହା ଟାଟୁ ବନାଇଥିବା ଡିଜାଇନର ନିର୍ଭର କରେ ସେ କେତେ ପରଫେକ୍ଟ। ଟାଟୁକୁ ଅଧିକ ସୁନ୍ଦର କରିବାକୁ ଯାଇ ଯଦି ଏହା ବିକୃତ ହୋଇଗଲା ଅବା ଚିହ୍ନରେ କିଛି ତ୍ରୁଟି ରହିଗଲା, ଏହାର ପ୍ରଭାବ ଟାଟୁ ବନାଇଥିବା ବ୍ୟକ୍ତି ଉପରେ ପଡିଥାଏ।

ଟାଟୁର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ। ଯଦି ଟାଟୁରେ କିଛି ତ୍ରୁଟି ରହିଗଲା ଏହା ଆପଣଙ୍କ ମନରେ ନାକାରାତ୍ମକ ଭାବ ଭରି ଦେବ। ଆପଣ ଅଧିକ ଚିନ୍ତାଗ୍ରସ୍ତ ହୋଇଯିବେ। ଯାହା ଆପଣଙ୍କ ବ୍ୟବହାରକୁ ପରିବର୍ତ୍ତନ କରିଦେବାର ଆଶଙ୍କା ରହିଛି।

ଟାଟୁ ବନାଇବା ବେଳେ ଏହାକୁ ଷ୍ଟାଇଲ କିମ୍ବା ଫ୍ୟାସନ୍‌ ବୋଲି ଭାବନ୍ତୁ ନାହିଁ। ଏହାକୁ ଗମ୍ଭୀରତାର ସହ ନିଅନ୍ତୁ। କାରଣ ଥରେ ଶରୀରରେ ଟାଟୁ ହୋଇଗଲେ ଏହାକୁ ଆଉ ହଟାଇ ହେବ ନାହିଁ। ଯଦି ଏହା ସଠିକ ନ ହୁଏ ଆପଣଙ୍କ ଜୀବନ ଧାରାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେଣୁ ଟାଟୁ ବନାଇବା ବେଳେ ସତର୍କତା ନିହାତି ଅବଶ୍ୟକ। ସତର୍କତା ଆପଣଙ୍କ ଜୀବନକୁ ସୁଖମୟ କରିପାରିବ।

ତେଣୁ ଟାଟୁ କରିବା ସମୟରେ ସବୁବେଳେ ଚିନ୍ତା କରି ତିଆରି କରିବା ଦରକାର।  ଫିଲ୍ମ ଦୁନିଆ ଓ ଖେଳ ଜଗତରେ ଜଡ଼ିତ ବ୍ୟକ୍ତି ଟାଟୁ କରି ସଫଳତା ପାଇବା ବଦଳରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଯେଉଁ ବ୍ୟକ୍ତିର ଟାଟୁର ଆକୃତି ଠିକ୍ ରୂପରେ ହୋଇଥିବା ତା ଜୀବନରେ କିଛି ଅସୁବିଧା ଘଟି ନଥାଏ।

ରିପୋର୍ଟ ଓ ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story