Advertisment

ବ୍ରେଷ୍ଟ କ୍ୟାନସର୍‌ ପାଇଁ ବାୟୁ ପ୍ରଦୂଷଣ ଦାୟୀ: ସର୍ଭେରୁ ଆସିଲା ସାଂଘାତିକ ତଥ୍ୟ

କ୍ୟାନସର ପରି ମାରାତ୍ମକ ରୋଗକୁ ଭଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ। ଥରେ ଏହି ରୋଗ ହେଲେ ବଂଚିବା ଭାରି କଷ୍ଟକର ହୋଇଥାଏ।  ତେବେ କିଛିବର୍ଷ ହେଲା ବ୍ରେଷ୍ଟ କ୍ୟାନସରରେ ପୀଡିତ ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ କାହିଁକି ହୋଇଥାଏ ବ୍ରେଷ୍ଟ କ୍ୟାନସର୍‌। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାୟୁ ପ୍ରଦୂଷଣ ମଧ୍ୟ ଏହାର ଏକ କାରଣ। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରଦୂଷିତ ପରିବେଶରେ ନିଶ୍ୱାସପ୍ରଶ୍ୱାସ ନେଲେ […]

ଅଦ୍ୟତନ ହୋଇଛି
ବ୍ରେଷ୍ଟ କ୍ୟାନସର୍‌ ପାଇଁ ବାୟୁ ପ୍ରଦୂଷଣ ଦାୟୀ: ସର୍ଭେରୁ ଆସିଲା ସାଂଘାତିକ ତଥ୍ୟ

bb

Advertisment

କ୍ୟାନସର ପରି ମାରାତ୍ମକ ରୋଗକୁ ଭଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ। ଥରେ ଏହି ରୋଗ ହେଲେ ବଂଚିବା ଭାରି କଷ୍ଟକର ହୋଇଥାଏ।  ତେବେ କିଛିବର୍ଷ ହେଲା ବ୍ରେଷ୍ଟ କ୍ୟାନସରରେ ପୀଡିତ ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ କାହିଁକି ହୋଇଥାଏ ବ୍ରେଷ୍ଟ କ୍ୟାନସର୍‌। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାୟୁ ପ୍ରଦୂଷଣ ମଧ୍ୟ ଏହାର ଏକ କାରଣ।

Advertisment

ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରଦୂଷିତ ପରିବେଶରେ ନିଶ୍ୱାସପ୍ରଶ୍ୱାସ ନେଲେ ମହିଳାମାନେ ବ୍ରେଷ୍ଟ କ୍ୟାନସର ଶୀକାର ହୋଇଥାନ୍ତି।  ଯେଉଁ ଅଞ୍ଚଳରେ ବାୟୁ  ପ୍ରଦୂଷଣମାତ୍ରା ଅଧିକ, ସେ ଅଞ୍ଚଳରେ ରହୁଥିବା ମହିଳାଙ୍କୁ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ। ଆମେରିକାରେ ୨,୮୦,୦୦୦ ମହିଳାଙ୍କୁ ନେଇ ସର୍ଭେ କରାଯିବା ପରେ ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।  ଏଭଳି ପରିବେଶରେ ରହୁଥିବା ମହିଳାଙ୍କ  ବ୍ରେଷ୍ଟ ଆକାର ମାତ୍ରାଧିକ ବଡ ହୋଇଥିବା ଜଣା ପଡିଛି । ଚର୍ବି ବଢ଼ିବା ଯୋଗୁଁ ଏହା ବଢ଼ୁଛି ବୋଲି କୁହାଯାଇଥାଏ।  ଏଭଳି ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe