ପ୍ରତିଦିନ କ୍ଷୀର ପିଇଲେ ମହିଳାଙ୍କ ଗର୍ଭାଶୟରେ ହୋଇପାରେ କ୍ୟାନସର

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।  କ୍ଷୀର ପିଇବା ଦ୍ୱାରା ଶରୀରକୁ ପ୍ରୋଟିନ୍‌ ମିଳିଥାଏ ବୋଲି ଜାଣିଛୁ। ସେଥିପାଇଁ ଅଧିକାଂଶ ଲୋକ ପ୍ରତିଦିନ କ୍ଷୀର ପିଇଥାନ୍ତି। ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଟସନ୍‌ଙ୍କ କହିବା ଅନୁଯାୟୀ, ପ୍ରତିଦିନ କ୍ଷୀର ପିଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରତିଦନ କ୍ଷୀର ପିଇଲେ କ’ଣ ସବୁ କ୍ଷତି ହୋଇଥାଏ। ହଜମ ହୋଇ ନଥାଏ ପ୍ରତିଦିନ କ୍ଷୀର ପିଇଲେ ହଜମ ହୋଇ ନ ଥାଏ। ପେଟ […]

woman-drinking-milk

woman-drinking-milk

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 01:37 PM IST

Sports

Latest News

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।  କ୍ଷୀର ପିଇବା ଦ୍ୱାରା ଶରୀରକୁ ପ୍ରୋଟିନ୍‌ ମିଳିଥାଏ ବୋଲି ଜାଣିଛୁ। ସେଥିପାଇଁ ଅଧିକାଂଶ ଲୋକ ପ୍ରତିଦିନ କ୍ଷୀର ପିଇଥାନ୍ତି। ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଟସନ୍‌ଙ୍କ କହିବା ଅନୁଯାୟୀ, ପ୍ରତିଦିନ କ୍ଷୀର ପିଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରତିଦନ କ୍ଷୀର ପିଇଲେ କ’ଣ ସବୁ କ୍ଷତି ହୋଇଥାଏ।

ହଜମ ହୋଇ ନଥାଏ

ପ୍ରତିଦିନ କ୍ଷୀର ପିଇଲେ ହଜମ ହୋଇ ନ ଥାଏ। ପେଟ ଫୁଲିବା, ଝାଡା ବାନ୍ତି ଓ ଗ୍ୟାସ୍‌ ସମସ୍ୟା ଦେଖାଯାଇଥାଏ।

ବ୍ରଣ ସମସ୍ୟା

ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ କ୍ଷୀର ପିଉଥିବାଙ୍କ ବ୍ୟକ୍ତିଙ୍କ ମୁହଁରେ ବ୍ରଣ ହୋଇଥାଏ।

କ୍ୟାନସର

ପ୍ରତିଦିନ କ୍ଷୀର ପିଇଲେ କ୍ୟାନସର ହେବାରେ ଆଶଙ୍କା ଥାଏ। କ୍ଷୀର ଜାତୀୟ ପଦାର୍ଥରେ  ଅଧିକ କ୍ୟାଲସିୟମ ଥାଏ। ଫଳରେ  ମହିଳାଙ୍କ ଗର୍ଭାଶୟରେ କ୍ୟାନସର ହେବାର ସମ୍ଭାବନା ଥାଏ।

ସୁଗାର ବଢ଼ାଇଥାଏ

ଶରୀରରେ ସୁଗାର ଅଧିକ ବଢ଼ିଥାଏ। କ୍ଷୀରରେ ଅଧିକ କାର୍ବୋହାଇଡ୍ରେଡ  ଥାଏ। ଏହା ଶରୀରରେ ସୁଗାର ସ୍ତରକୁ ବଢ଼ାଇ ଥାଏ।

କୋଲେଷ୍ଟରଲ୍‌ ବଢ଼ିଥାଏ

ଶରୀରରେ କୋଲେଷ୍ଟରଲ ପରିମାଣ  ଅଧିକ ବଢ଼ାଇଥାଏ।  କ୍ଷୀରରେ ଅଧିକ କୋଲେଷ୍ଟରଲ୍‌ ଥାଏ।

ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story