Advertisment

ମିଛ ସଂପର୍କ ସତ ବାହାନା; କେମିତି ଠକିବେ ଗର୍ଲଫ୍ରେଣ୍ଡକୁ

ଆପଣଙ୍କର ଏକାସଙ୍ଗରେ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ଅଛନ୍ତି କି? ଯଦି ଅଛନ୍ତି, ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇବାର ଆଶଙ୍କା ରହିଛି। ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ଏ କଥା ଜାଣି ଯାଆନ୍ତି, ତେବେ ଭାବି ପାରୁଛନ୍ତି ଆପଣଙ୍କ ଅବସ୍ଥା କ’ଣ ହେବ । ସେମିତିରେ ବି ଝିଅମାନେ ଗୁଇନ୍ଦାଗିରି କରିବାରେ କିଛି କମ ନୁହନ୍ତି। ଦିନେ ନା ଦିନେ ସେମାନେ ଆପଣଙ୍କ ଚୋରା ପିରତକୁ ଧରି ନେବେ। ତେବେ ଏପରି ସମସ୍ୟାରୁ ରକ୍ଷା ପାଇବାକୁ ଉପାୟ […]

ଅଦ୍ୟତନ ହୋଇଛି
ମିଛ ସଂପର୍କ ସତ ବାହାନା; କେମିତି ଠକିବେ ଗର୍ଲଫ୍ରେଣ୍ଡକୁ

girlfriends in india

Advertisment

ଆପଣଙ୍କର ଏକାସଙ୍ଗରେ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ଅଛନ୍ତି କି? ଯଦି ଅଛନ୍ତି, ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇବାର ଆଶଙ୍କା ରହିଛି। ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ଏ କଥା ଜାଣି ଯାଆନ୍ତି, ତେବେ ଭାବି ପାରୁଛନ୍ତି ଆପଣଙ୍କ ଅବସ୍ଥା କ’ଣ ହେବ । ସେମିତିରେ ବି ଝିଅମାନେ ଗୁଇନ୍ଦାଗିରି କରିବାରେ କିଛି କମ ନୁହନ୍ତି। ଦିନେ ନା ଦିନେ ସେମାନେ ଆପଣଙ୍କ ଚୋରା ପିରତକୁ ଧରି ନେବେ। ତେବେ ଏପରି ସମସ୍ୟାରୁ ରକ୍ଷା ପାଇବାକୁ ଉପାୟ ଅଛି। ଯଦି ଆପଣଙ୍କର ଏକାଧିକ ଗର୍ଲଫ୍ରେଣ୍ଡ ଅଛନ୍ତି ତେବେ ସେମାନଙ୍କ ସହ ସାବଧାନତାର ସହ ମିଶିବାକୁ ଏହି ଉପାୟ ଅବଲମ୍ବନ କରିପାରିବେ।...

Advertisment

୧- କେବେ ଆପଣଙ୍କ ଗର୍ଲଫ୍ରେଣ୍ଡକୁ ତା’ର ନିଜ ନାଁରେ ଡାକନ୍ତୁ ନାହିଁ।  ସମସ୍ତଙ୍କ ନାଁ ମନେ ରଖିବା କଷ୍ଟକର ହୋଇଥାଏ। ଭୁଲରେ କାହା ନାଁ ଡାକିଦେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ସେଥିପାଇଁ ସମସ୍ତଙ୍କୁ ଗୋଟିଏ ନାଁରେ ଡାକନ୍ତୁ।

୨- ଝିଅମାନେ ପୁଅଙ୍କ ଫୋନ୍‌ ଚେକ୍ କରିବା ସେମାନଙ୍କ ଅଭ୍ୟାସ । ସେଥିପାଇଁ ଗର୍ଲଫ୍ରେଣ୍ଡକୁ ମେସେଜ୍ ପଠାଇ ଡିଲିଟ୍‌ କରି ଦିଅନ୍ତୁ। ନହେଲେ ଆପଣ ହଇରାଣରେ ପଡ଼ିପାରନ୍ତି।

Advertisment

୩- ଏକାଧିକ ଗର୍ଲଫ୍ରେଣ୍ଡ ଥିଲେ ଫୋନରେ ପାସୱାର୍ଡ ପକାଇ ରଖନ୍ତୁ। ବିଶେଷ କରି ହ୍ୱାଟସଅପ୍‌ ଓ ମେସେଜରେ ପାସସ୍ୱାର୍ଡ ପକାଇ ରଖନ୍ତୁ।

୪- ଏକାଧିକ ଗର୍ଲଫ୍ରଣ୍ଡରେ ଥିଲେ ଫୋନରେ ତାଙ୍କ ନାଁ ସେଭ୍‌ କରନ୍ତୁ ନାହିଁ। ଅଲଗା ନାଁରେ ସେଭ୍ କରନ୍ତୁ। ଫଳରେ ଗର୍ଲଫ୍ରେଣ୍ଡ ଆପଣଙ୍କୁ ସନ୍ଦେହ କରିବ ନାହିଁ।

୫- ଯଦି ଆପଣ କୌଣସି ଗର୍ଲଫ୍ରେଣ୍ଡ ସହ ଡେଟ୍‌ରେ ଯାଉଛନ୍ତି, ତାହା ହେଲେ ଅନ୍ୟଜଣଙ୍କ ପାଖରେ ବିଭିନ୍ନ କଥାକୁ ନେଇ ବାହାନା ବନାନ୍ତୁ। ଯେପରି ସେ ତୁମକୁ ସେହି ସମୟରେ ଫୋନ୍‌ କରିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe