Advertisment

କେଉଁ ଫୁଲ ଚଢ଼ାଇଲେ ପ୍ରସନ୍ନ ହେବେ ଦେବାଦେବୀ

ଭୁବନେଶ୍ୱର: ଖାଲି ଜୀବଜଗତ ନୁହଁ ଦେବାଦେବୀଙ୍କର ମଧ୍ୟ ରୁଚି ଅରୁଚି ରହିଛି। ଏ କଥା ହିନ୍ଦୁ ଧର୍ମ ବିଶ୍ୱାସ କରେ। ସେହି ଅନୁଯାୟୀ ଠାକୁରଙ୍କ ପୂଜାନୀତିରେ ବି ଫରକ ଆସିଥାଏ। କେଉଁ ଫୁଲ କାହା ପାଖରେ ଚଢାଇଲେ କେଉଁ ଦେବାଦବୀ କେମିତି ପ୍ରସନ୍ନ ହୋଇଥାନ୍ତି ସେ କଥା ମଧ୍ୟ ରହିଛି। ତେଣୁ ଠାକୁରଙ୍କ ପ୍ରିୟ ଫୁଲ ବିନା କୌଣସି ବି ପୂଜା ସମ୍ପୂର୍ଣ୍ଣ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆଜି ଠାକୁର ପୂଜା […]

କେଉଁ ଫୁଲ ଚଢ଼ାଇଲେ ପ୍ରସନ୍ନ ହେବେ ଦେବାଦେବୀ

Ganesh

Advertisment

ଭୁବନେଶ୍ୱର: ଖାଲି ଜୀବଜଗତ ନୁହଁ ଦେବାଦେବୀଙ୍କର ମଧ୍ୟ ରୁଚି ଅରୁଚି ରହିଛି। ଏ କଥା ହିନ୍ଦୁ ଧର୍ମ ବିଶ୍ୱାସ କରେ। ସେହି ଅନୁଯାୟୀ ଠାକୁରଙ୍କ ପୂଜାନୀତିରେ ବି ଫରକ ଆସିଥାଏ। କେଉଁ ଫୁଲ କାହା ପାଖରେ ଚଢାଇଲେ କେଉଁ ଦେବାଦବୀ କେମିତି ପ୍ରସନ୍ନ ହୋଇଥାନ୍ତି ସେ କଥା ମଧ୍ୟ ରହିଛି। ତେଣୁ ଠାକୁରଙ୍କ ପ୍ରିୟ ଫୁଲ ବିନା କୌଣସି ବି ପୂଜା ସମ୍ପୂର୍ଣ୍ଣ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆଜି ଠାକୁର ପୂଜା କରିବା ପୂର୍ବରୁ ଭଗବାନଙ୍କ ମନ ପସନ୍ଦର ଫୁଲ ଅର୍ପଣ କରନ୍ତୁ।  ନ ହେଲେ ନିଷ୍ଠାର ସହ କରିଥିବା ପୂଜା ଆପଣଙ୍କ ବ୍ୟର୍ଥରେ ପଳାଇବ।

Advertisment

ଆସନ୍ତୁ ଜାଣିବା ଭଗବାନଙ୍କ ଅତି ପ୍ରିୟ ଫୁଲ ସମ୍ପର୍କରେ।

-ବିଘ୍ନବିନାଶ ଗଣେଶଙ୍କୁ ତୁଳସୀ ଜଟା ଛଡ଼ା ସମସ୍ତ ଫୁଲ ତାଙ୍କ ପ୍ରିୟ। ତେଣୁ ତାଙ୍କୁ ପୂଜା କରିବା ସମୟରେ କୌଣସି ବି ଫୁଲ ଅର୍ପଣ କରି ପାରିବେ।

-ଦେବ ଦେବ ମହାଦେବଙ୍କୁ ଦୁଦୁର ଫୁଲ, ହରସିଙ୍ଗାର ଓ ନାଗ କେଶରର ଧଳା ଫୁଲ ଅର୍ପଣ କରନ୍ତୁ।

Advertisment

- ଭଗବାନ ଶିବଙ୍କୁ ଯେଉଁ ଫୁଲ ଚଢ଼ାଯାଏ ତାହା ମା’ ଗୌରୀଙ୍କ ଅତି ଫିଲ ପ୍ରିୟ ଫୁଲ ବୋଲି କୁହାଯାଏ।  ମଲି ଫୁଲ, ଅରଖ, ଫୁଲ, ଧଳା ପଦ୍ମ, ପଳାସ ଓ ଚମ୍ପା ଫୁଲ ଗୌରୀଙ୍କୁ ଅର୍ପଣ କରି ପାରିବେ।

-ଭଗବାନ ଶ୍ରୀ କୃଷ୍ଣଙ୍କୁ  କୁମୁଦ, ମାଳତୀ ଓ ପଳାସ ଫୁଲ ପ୍ରିୟ ଅଟେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe