Advertisment

ପ୍ରେମିକ ଅବା ପ୍ରେମିକାଙ୍କ ସହ ହୋଇଯାଇଛି କି ମନୋମାଳିନ୍ୟ? ଏଇ ରତ୍ନ କରିଦେବ ସମାଧାନ

ସବୁବେଳେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଭୟ ଲାଗି ରହିଥାଏ। କାରଣ ଜୀବନରେ  ଉଠାଣି ଗଡ଼ାଣି ରହିଛି। ସେଥିପାଇଁ ପ୍ରେମରେ ଫାଟ ସୃଷ୍ଟି ହେବାର ବି ଆଶଙ୍କା ରହିଥାଏ। ବେଳେ ବେଳେ କଥାବାର୍ତ୍ତା ମାଧ୍ୟମରେ ବିବାଦ ତୁଟେନି। ଏପରି କ୍ଷେତ୍ରରେ କ’ଣ କରିବେ? ଯଦି କେବେ ଆପଣଙ୍କ କ୍ଷେତ୍ରରେ ଏପରି ଘଟେ ତା’ହେଲେ ଏକ ରତ୍ନ କରିପାରିବ ଚମତ୍କାର। ଆପଣ ମାନନ୍ତୁ କି ନ ମାନନ୍ତୁ ପ୍ରେମ ଜୀବନର ସମସ୍ତ ସମସ୍ୟା ଦୂର କରିବାର କ୍ଷମତା ରହିଛି ଏହି […]

author-image
Rakesh Mallick
ପ୍ରେମିକ ଅବା ପ୍ରେମିକାଙ୍କ ସହ ହୋଇଯାଇଛି କି ମନୋମାଳିନ୍ୟ? ଏଇ ରତ୍ନ କରିଦେବ ସମାଧାନ

finer ring

ସବୁବେଳେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଭୟ ଲାଗି ରହିଥାଏ। କାରଣ ଜୀବନରେ  ଉଠାଣି ଗଡ଼ାଣି ରହିଛି। ସେଥିପାଇଁ ପ୍ରେମରେ ଫାଟ ସୃଷ୍ଟି ହେବାର ବି ଆଶଙ୍କା ରହିଥାଏ। ବେଳେ ବେଳେ କଥାବାର୍ତ୍ତା ମାଧ୍ୟମରେ ବିବାଦ ତୁଟେନି। ଏପରି କ୍ଷେତ୍ରରେ କ’ଣ କରିବେ? ଯଦି କେବେ ଆପଣଙ୍କ କ୍ଷେତ୍ରରେ ଏପରି ଘଟେ ତା’ହେଲେ ଏକ ରତ୍ନ କରିପାରିବ ଚମତ୍କାର। ଆପଣ ମାନନ୍ତୁ କି ନ ମାନନ୍ତୁ ପ୍ରେମ ଜୀବନର ସମସ୍ତ ସମସ୍ୟା ଦୂର କରିବାର କ୍ଷମତା ରହିଛି ଏହି ରତ୍ନ ପାଖରେ। ଆସନ୍ତୁ ଜାଣିବା ଏହି ରତ୍ନ ବିଷୟରେ:

Advertisment
  • ଯଦି ପ୍ରେମୀଯୁଗଳଙ୍କ ଲଭ୍ ଲାଇଫରେ ସମସ୍ୟା ଚାଲୁଥାଏ, ତା’ହେଲେ ସେମାନେ ଫିରୋଜା ରତ୍ନ ବ୍ୟବହାର କରିବା ଦରକାର। ଏହା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ।
  • ଯଦି ସ୍ୱାମୀ ସ୍ତ୍ରୀ ଓ ବ୍ରୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡ ମଧ୍ୟରେ ସମସ୍ୟା ଚାଲୁଥାଏ, ତା’ହେଲେ ସେମାନେ ଫିରୋଜା ରତ୍ନର ଦୁଇଟି ମୁଦି ତିଆରି କରି  ଆଙ୍ଗୁଳିରେ ପିନ୍ଧି ପାରିବେ।
  • କେବଳ ପ୍ରେମିକ, ପ୍ରେମିକା ନୁହଁନ୍ତି କୌଣସି ପରିବାରର ସଦସ୍ୟଙ୍କ ମଧ୍ୟରେ ମତଭେଦ ଥିଲେ ସେମାନେ ଏହି ରତ୍ନ ପିନ୍ଧି ପାରିବେ।