୧ ଅଗଷ୍ଟ, ମଙ୍ଗଳବାର; ଆଜିର ଦିନ କେମିତି କଟିବ

ମେଷ: ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ବଞ୍ଚନ୍ତୁ। ସନ୍ତାନସନ୍ତତିଙ୍କ ଆଡୁ ସୁଖ ମିଳିବ। ବୃଷ: ଯାନବାହନ କିଣିପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ମିଥୁନ: ବିବାହ ସ୍ଥିର ହେବାର ଯୋଗ ରହିଛି। ପ୍ରେମ ସଂପର୍କରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କୁ ଭେଟି ପାରନ୍ତି। କର୍କଟ: ମାନସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ହେବ। ସିଂହ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବେ। କନ୍ୟା: […]

zodaic

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 08:13 AM IST

ମେଷ: ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ବଞ୍ଚନ୍ତୁ। ସନ୍ତାନସନ୍ତତିଙ୍କ ଆଡୁ ସୁଖ ମିଳିବ।

ବୃଷ: ଯାନବାହନ କିଣିପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ମିଥୁନ: ବିବାହ ସ୍ଥିର ହେବାର ଯୋଗ ରହିଛି। ପ୍ରେମ ସଂପର୍କରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କୁ ଭେଟି ପାରନ୍ତି।

କର୍କଟ: ମାନସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ହେବ।

ସିଂହ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବେ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଧନହାନି ଯୋଗ ରହିଛି। ତେଣୁ ଯତ୍ନବାନ ହୁଅନ୍ତୁ।

ତୁଳା: ମାଲିମକଦମାରେ ସଫଳତା ମିଳିବ। ନୂଆ କାମ ମିଳିପାରେ। ସନ୍ତାନପ୍ରାପ୍ତି ଯୋଗ ରହିଛି।

ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା ଘଟିପାରେ। ଅଟକି ଥିବା ଧନ ମିଳିପାରେ।

ଧନୁ: ବାପାଙ୍କ ଠାରୁ ସହଯୋଗ ମିଳିବ। ସଂପତ୍ତି ଲାଭ ହେବ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

ମକର: ବୈବାହିକ ଜୀବନରେ ସୁଧାର ଆସିବ। ବ୍ୟବସାୟରେ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ଚାକିରି ଅଫର ମିଳିପାରେ। ଧନଲାଭ ଯୋଗ ରହିଛି। ତେବେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ସଂପତ୍ତିକୁ ନେଇ ଚାଲି ଆସିଥିବା ବିବାଦର ସମାଧାନ ହେବ। ଛୁଆମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

Related story