/odisha-reporter/media/post_attachments/uploads/2017/05/7.png)
sunday
ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି? ଯେତେ ଚେଷ୍ଟା କଲେ ବି ଆପଣଙ୍କ ହାତରେ ଅର୍ଥ ରହୁ ନାହିଁ? ଏହା ସହ ସମାଜରେ ଆପଣଙ୍କ ସମ୍ମାନ ହାନି ହେବାରେ ଲାଗୁଛି କି? ତା’ହେଲେ ଏହାର ସମାଧାନ ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ଦେଉଛୁ। ଏହା ଆପଣ ଆର୍ଥିକ ସମସ୍ୟା ଦୂର କରିବ ଓ ସମ୍ମାନ ବି ଫେରାଇ ଆଣିବ।
Advertisment
ରବିବାରକୁ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଏ। ସୂର୍ଯ୍ୟ ଯଶ ଓ ବୈଭବର ଦେବତା ହୋଇଥିବାରୁ ତାଙ୍କୁ ଆରଧନା କଲେ ଧନ, ସୁଖ ଓ ଶାନ୍ତି ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି।
ରବିବାର ରାତିରେ ଶୋଇବା ସମୟରେ ଗୋଟିଏ କ୍ଷୀର ଗ୍ଲାସ୍ ମୁଣ୍ଡପାଖରେ ରଖି ଶୁଅନ୍ତୁ। ଶୋଇବା ସମୟରେ ଆପଣଙ୍କ ହାତ ବାଜି ଯେପରି କ୍ଷୀର ଗ୍ଲାସ୍ ପଡ଼ି ନଯାଏ ଏଥିପ୍ରତି ଧ୍ୟାନ ଦିଅନ୍ତୁ।
Advertisment
ସକାଳୁ ଉଠି ସ୍ନାନ ସାରିବା ପରେ ଏହି କ୍ଷୀରକୁ କଣ୍ଟା ଗଛ ମୂଳେ ଢାଳି ଦିଅନ୍ତୁ।
ପ୍ରତି ରବିବାର ଦିନ ଏହି ଉପାୟ ଅବଲମ୍ୱନ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ସୁଖ ଓ ଶାନ୍ତି ହାସଲ କରିପାରିବେ।
ସୌଜନ୍ୟ- ଆଜ୍ତକ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
