Advertisment

ଆଳୁ ଟିକି

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, ଚାଟ ମସଲା, ଚିଲି ଫ୍ଲେକ୍ସ, କନ୍‌ଫ୍ଲୋର ଓ ତେଲ ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ସିଝା ଆଳୁକୁ  ଭଲ ଭାବରେ ଚକଟି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କା ପାଉଡର, ଗରମ ମସଲା, ଚାଟ୍‌ ମସଲା  ଓ ଚିଲି ଫ୍ଲେକ୍ସ ପକାଇ ଭାବରେ ଗୋଳାଇ ଦିଅନ୍ତୁ। ପରେ ମସଲା ଆଳୁକୁ ଆଳୁ ଟିକା ସେପ୍‌ରେ ଗଢ଼ନ୍ତୁ। ପରେ  ତା’ ଉପରେ କନ୍‌ଫ୍ଲୋର ପକାଇ ଗୋଳାଇ […]

ଆଳୁ ଟିକି

aloo tikki

Advertisment

ଆବଶ୍ୟକ ସାମଗ୍ରୀ:ସିଝା ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, ଚାଟ ମସଲା, ଚିଲି ଫ୍ଲେକ୍ସ, କନ୍‌ଫ୍ଲୋର ଓ ତେଲ

Advertisment

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ସିଝା ଆଳୁକୁ  ଭଲ ଭାବରେ ଚକଟି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କା ପାଉଡର, ଗରମ ମସଲା, ଚାଟ୍‌ ମସଲା  ଓ ଚିଲି ଫ୍ଲେକ୍ସ ପକାଇ ଭାବରେ ଗୋଳାଇ ଦିଅନ୍ତୁ। ପରେ ମସଲା ଆଳୁକୁ ଆଳୁ ଟିକା ସେପ୍‌ରେ ଗଢ଼ନ୍ତୁ। ପରେ  ତା’ ଉପରେ କନ୍‌ଫ୍ଲୋର ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଳୁ ଟିକାକୁ ପକାଇ ଛାଣନ୍ତୁ। ଏହାର ରଙ୍ଗ ସୁନେଲି ରଙ୍ଗ ହୋଇ ଆସିଲେ, ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆଳୁ ଟିକି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe