ଚାଉଳ ବରା

ଆବଶ୍ୟକ ସାମଗ୍ରୀ: ଚାଉଳ, କଞ୍ଚା ଲଙ୍କା, ଅଦା, ତେଲ, ଲୁଣ, ଜୁଆଣି, ବିରି, ଖାଇବା ସୋଢ଼ା ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚାଉଳ ଓ ବିରିକୁ କିଛି ସମୟ ଭିଜାଇ ରଖି ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ।  ପରେ ଗ୍ରାଇଣ୍ଡିଂ କରିଥିବା ବିରିକୁ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭେଣ୍ଟୁନ୍ତୁ। ପରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ସହ ମିଶାଇ ଦିଅନ୍ତୁ। […]

Chaula Bara

Chaula Bara

Tapaswini Nayak
  • Published: Wednesday, 27 April 2022
  • Updated: 27 April 2022, 08:21 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଚାଉଳ, କଞ୍ଚା ଲଙ୍କା, ଅଦା, ତେଲ, ଲୁଣ, ଜୁଆଣି, ବିରି, ଖାଇବା ସୋଢ଼ା

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚାଉଳ ଓ ବିରିକୁ କିଛି ସମୟ ଭିଜାଇ ରଖି ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ।  ପରେ ଗ୍ରାଇଣ୍ଡିଂ କରିଥିବା ବିରିକୁ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭେଣ୍ଟୁନ୍ତୁ। ପରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ସହ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ।

ପରେ ତାକୁ ବାହାରକୁ ଆଣି ସେଥିରେ କଞ୍ଚା ଲଙ୍କା ଓ ଅଦା ଛେଚା, ଜୁଆଣି, ଅଳ୍ପ ଖାଇବା ସୋଢ଼ା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।  ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଗୋଳାଇ ରଖିଥିବା ମିଶ୍ରଣକୁ ବରା ଆକାରରେ ଛାଣନ୍ତୁ। ଏହା ହୋଇଗଲା ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ଏହାକୁ ଟମାଟୋ ଚଟଣି ଓ ତେନ୍ତୁଣି ଚଟଣି ସହ ସହ ଖାଆନ୍ତୁ।  ପ୍ରସ୍ତୁତ ହୋଇଗଲା ଚାଉଳ ବରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story