ଅଣ୍ଡା ବେସର ଚମ୍‌ଚମ୍

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ସୋରିଷ ବଟା, ଅଦା ବଟା, ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଅଦା, କଟା ପିଆଜ, କଟା ଟମାଟୋ, ଜିରା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝି ଗଲାପରେ ସେଥିରୁ ଚୋପା ଛଡାଇ ଏକ ପାତ୍ରରେ ରଖନ୍ତୁ। ପରେ ସିଝା ଅଣ୍ଡାର ଦୁଇ ପଟକୁ ଛୁରୀରେ ଅଳ୍ପ କାଟି ଦିଅନ୍ତୁ । […]

888888888888888

888888888888888

Tapaswini Nayak
  • Published: Friday, 03 September 2021
  • Updated: 03 September 2021, 02:37 PM IST

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ସୋରିଷ ବଟା, ଅଦା ବଟା, ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଅଦା, କଟା ପିଆଜ, କଟା ଟମାଟୋ, ଜିରା ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝି ଗଲାପରେ ସେଥିରୁ ଚୋପା ଛଡାଇ ଏକ ପାତ୍ରରେ ରଖନ୍ତୁ। ପରେ ସିଝା ଅଣ୍ଡାର ଦୁଇ ପଟକୁ ଛୁରୀରେ ଅଳ୍ପ କାଟି ଦିଅନ୍ତୁ । ଏବେ ଏହି କଟା ଅଣ୍ଡାରେ ସୋରିଷ ବଟା, ଅଦା ବଟା, ରସୁଣ ବଟା, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ସେଥିରେ କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଅଦା, କଟା ପିଆଜ, କଟା ଟମାଟୋ, ଜିରା ଗୁଣ୍ଡ ଓ  ସ୍ୱାଦ ଅନୁସାରେ ଲୁଣ ପକାଇ ପୁଣି ଗୋଳାଇ ଦିଅନ୍ତୁ।

ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମସଲା ଗୋଳା ଅଣ୍ଡା ରଖି ତା’ଉପରେ  ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।  ୫ ମିନିଟ୍ ଏହାକୁ ଗ୍ୟାସ ଆଞ୍ଚରେ ବସାନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ବେସର ଚମ୍ ଚମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story