ଅଦ୍ୟତନ ହୋଇଛି
Mango Milkshake
Advertisment
ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ, ଚିନି, କ୍ଷୀର,ପିସ୍ତା ଓ ଲିଚି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା ଆମ୍ବରୁ ଚୋପା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଅଳ୍ପ ଚିନି ମିଶାନ୍ତୁ। ପରେ ସେଥିରେ ସିଝା କ୍ଷୀର ମିଶାଇ ଭଲ ଭାବରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଏହି ଆମ୍ବ ମିଲ୍କ୍ ସେକ୍କୁ ଏକ ଗ୍ଳାସରେ ଢ଼ାଳି ରଖନ୍ତୁ। ପରେ ସେଥିରେ ପିସ୍ତା ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ମିଲ୍କ୍ ସେକ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Untitled-1-54.jpg)