ଆବଶ୍ୟକ ସାମଗ୍ରୀ: କଟା କ୍ୟାପିକମ୍, କଟା ବନ୍ଧାକୋବି, କଟା ଟମାଟୋ, କଟା ପିଆଜ, କଟା ଗାଜର, କଟା କାକୁଡି, ଲୁଣ ,ଗୋଲମରିଚ ଗୁଣ୍ଡ ଓ ମେୟୋନିଜ୍, ବଟର, ବ୍ରେଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କାଟି ରଖିଥିବା କ୍ୟାପିକମ୍, ବନ୍ଧାକୋବି, ଟମଟୋ, ପିଆଜ, ଗାଜର ଓ କାକୁଡିକୁ ଏକ ସାଙ୍ଗରେ ମିଶାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଗୋଲ ମରିଚ ଗୁଣ୍ଡ ଓ ମେୟୋନିଜ୍ ପକାଇ ଗୋଳାଇ ଦିଅନ୍ତୁ।
ଏହାପରେ ଏକ ବ୍ରେଡ ଆଣନ୍ତୁ। ତା’ଉପରେ ବଟର ଲଗାଇ ସାଣ୍ଡଉଇଚ୍ ପାଇଁ କରିଥିବା ମସଲାକୁ ତା’ ଉପରେ ରଖି ଦିଅନ୍ତୁ। ଏହାପରେ ଆଉ ଏକ ବ୍ରେଡ ଆଣି ତା’ ଉପରେ ରଖି ଦିଅନ୍ତୁ। ତାକୁ ସାଣ୍ଡ୍ ଉଇଚ୍ ଶେପ୍ରେ କାଟନ୍ତୁ।
ପରେ ତାୱାରେ ବଟର ପକାଇ ଅଳ୍ପ ଗରମ କରନ୍ତୁ। ଏହାପରେ ସାଣ୍ଡ୍ ଉଇଚ୍କୁ ପକାଇ ସେକନ୍ତୁ। ଦୁଇ ପାଖ ସେକି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ମେୟୋନିଜ୍ ସାଣ୍ଡ୍ ଉଇଚ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...