ଘରେ ତିଆରି କରନ୍ତୁ ଛାସ୍

ଆବଶ୍ୟକ ସାମଗ୍ରୀ:  ଦହି, ପାଣି, ବ୍ଲାକ୍ ସଲ୍ଟ, ଘିଅ, ଜୁଆଣି, ଭୁସୃଙ୍ଗ ପତ୍ର , ଗୋଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ଗ୍ଲାସରେ ଅଳ୍ପ ଦହି ନିଅନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ପାଣି ଓ ବ୍ଲାକ୍ ସଲ୍ଟ ମିଶାନ୍ତୁ। ପରେ ଏହାକୁ ଭଲ ଭାବରେ  ଗୋଳାଇ ଦିଅନ୍ତୁ। ପରେ କରେଇରେ ଘିଅ ପକାଇ ଗରମ କରନ୍ତୁ।  ଘିଅ ଗରମ ହେବା ପରେ ସେଥିରେ ଅଳ୍ପ କିଛି ଜୁଆଣି  ପକାଇ ଦିଅନ୍ତୁ। […]

Chaas

Chaas

Tapaswini Nayak
  • Published: Thursday, 05 May 2022
  • Updated: 05 May 2022, 11:56 AM IST

Sports

Latest News

ଆବଶ୍ୟକ ସାମଗ୍ରୀ:  ଦହି, ପାଣି, ବ୍ଲାକ୍ ସଲ୍ଟ, ଘିଅ, ଜୁଆଣି, ଭୁସୃଙ୍ଗ ପତ୍ର , ଗୋଟା କଞ୍ଚା ଲଙ୍କା ଓ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ଗ୍ଲାସରେ ଅଳ୍ପ ଦହି ନିଅନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ପାଣି ଓ ବ୍ଲାକ୍ ସଲ୍ଟ ମିଶାନ୍ତୁ। ପରେ ଏହାକୁ ଭଲ ଭାବରେ  ଗୋଳାଇ ଦିଅନ୍ତୁ। ପରେ କରେଇରେ ଘିଅ ପକାଇ ଗରମ କରନ୍ତୁ।  ଘିଅ ଗରମ ହେବା ପରେ ସେଥିରେ ଅଳ୍ପ କିଛି ଜୁଆଣି  ପକାଇ ଦିଅନ୍ତୁ। ପରେ ସେଥିରେ ଭୁସୃଙ୍ଗ ପତ୍ର ଓ ଗୋଟା କଞ୍ଚା ଲଙ୍କା ପକାଇ ଛୁଙ୍କ ଦିଅନ୍ତୁ। ପରେ ଏହାକୁ  ଗ୍ଲାସରେ ରଖିଥିବା ଦହିରେ ପକାଇ ମିଶାଇ ଦିଅନ୍ତୁ। ପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଛାସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story