Advertisment

ଦହି ଲସି

ଆବଶ୍ୟକ ସାମଗ୍ରୀ: ଚିନି, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍‌ ସିରଫ,  ପିସ୍ତା, କାଜୁ ଓ ଲିଚି ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କିଛି  ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ଦହି ଓ ଓ ମିଲ୍କ ମେଡ୍ ପକାଇ  ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ତାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ।  ଲସିକୁ ସଜାଇବାକୁ   ତା’ ଉପରେ  ବନଭିଟା ପାଉଡର ପକାଇ ଦିଅନ୍ତୁ।  ପରେ ସେଥିରେ ନଡ଼ିଆ […]

ଅଦ୍ୟତନ ହୋଇଛି
 ଦହି ଲସି

DAHI LASSI

Advertisment

ଆବଶ୍ୟକ ସାମଗ୍ରୀ: ଚିନି, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍‌ ସିରଫ,  ପିସ୍ତା, କାଜୁ ଓ ଲିଚି

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କିଛି  ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ଦହି ଓ ଓ ମିଲ୍କ ମେଡ୍ ପକାଇ  ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ପରେ ତାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ।  ଲସିକୁ ସଜାଇବାକୁ   ତା’ ଉପରେ  ବନଭିଟା ପାଉଡର ପକାଇ ଦିଅନ୍ତୁ।  ପରେ ସେଥିରେ ନଡ଼ିଆ କୋରା, ମିଲ୍କ ମେଡ୍, ଚକଲେଟ୍‌ ସିରଫ,  ପିସ୍ତା, କାଜୁ, ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe