ଏଥର ଦୀପାବଳିରେ ଘରେ ବନାନ୍ତୁ କାଜୁ ବର୍ଫି

ଦୀପାବଳି ଆସୁଛି। ଏଣୁ ସମସ୍ତେ ଘରର ସଫେଇ କାମରେ ବ୍ୟସ୍ତ ଥିବେ ନିଶ୍ଚୟ। ତେବେ ଏ ବର୍ଷ ଦୀପାବଳି ନଭେମ୍ବର ୧୪ ଅର୍ଥାତ୍ ଶନିବାର ଦିନ ପଡ଼ୁଛି। ଦୀପାବଳିରେ ଲୋକମାନେ ଘରକୁ ଦୀପ ଓ ଲାଇଟ୍ ଲଗାଇ ଆଲୋକିତ କରନ୍ତି, ଝୋଟି ଓ ରଙ୍ଗୋଲିରେ ସଜାନ୍ତି। ଏହା ସହ ମାଆ ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ। ଏସବୁ ଭିତରେ ସ୍ୱାଦିଷ୍ଟ ମିଠା ନ ଥିଲେ ସବୁ ଫିକା ପଡ଼ିଯାଏ। ହେଲେ ଏବେ କରୋନା ସଙ୍କଟ କାଳରେ ବଜାରରୁ […]

kaju-katli

kaju-katli

Pragnya Choudhury
  • Published: Friday, 06 November 2020
  • Updated: 09 November 2020, 04:28 PM IST

Sports

Latest News

ଦୀପାବଳି ଆସୁଛି। ଏଣୁ ସମସ୍ତେ ଘରର ସଫେଇ କାମରେ ବ୍ୟସ୍ତ ଥିବେ ନିଶ୍ଚୟ। ତେବେ ଏ ବର୍ଷ ଦୀପାବଳି ନଭେମ୍ବର ୧୪ ଅର୍ଥାତ୍ ଶନିବାର ଦିନ ପଡ଼ୁଛି। ଦୀପାବଳିରେ ଲୋକମାନେ ଘରକୁ ଦୀପ ଓ ଲାଇଟ୍ ଲଗାଇ ଆଲୋକିତ କରନ୍ତି, ଝୋଟି ଓ ରଙ୍ଗୋଲିରେ ସଜାନ୍ତି। ଏହା ସହ ମାଆ ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ। ଏସବୁ ଭିତରେ ସ୍ୱାଦିଷ୍ଟ ମିଠା ନ ଥିଲେ ସବୁ ଫିକା ପଡ଼ିଯାଏ। ହେଲେ ଏବେ କରୋନା ସଙ୍କଟ କାଳରେ ବଜାରରୁ ମିଠା ଆଣିବା ସେତେକି ଲାଭପ୍ରଦ ହୋଇ ନ ପାରେ। ଏଭଳି ପରିସ୍ଥିତିରେ ଆପଣ ଘରେ ମଧ୍ୟ ମିଠା ପ୍ରସ୍ତୁତ କରିପାରିବେ।

Kaju Katle Recipe: How to make Kaju Katle at Home | Homemade Kaju Katle Recipe - Times Food

ତେବେ ଆଜି ଜାଣନ୍ତୁ ଘରେ ମିଠା ପ୍ରସ୍ତୁତ କରିବାର ଏକ ସରଳ ରେସିପି। ଶୁଖିଲା ମିଠା ଭିତରେ ଖୁବ୍ ଲୋକପ୍ରିୟ କାଜୁ ବର୍ଫି ବା କାଜୁ କତଲିର ପ୍ରସ୍ତୁତି ପ୍ରଣାଳୀ ହେଲା...

Quick & Easy Kaju Katli | Kaju Barfi ~ The Terrace Kitchen

ଆବଶ୍ୟକ ସାମଗ୍ରୀ-

-ବଟା କାଜୁ-୨୫୦ ଗ୍ରାମ
-ଚିନି- ୫ଟି ବଡ଼ ଚାମଚ
-କେଶର
-ପାଣି- ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ-

-ଗ୍ୟାସରେ କଢ଼େଇ ବସାଇ ସେଥିରେ ପାଣି ସହ କେଶର ଏବଂ ଚିନି ମିଶାଇ ଢାଳନ୍ତୁ। ଗ୍ୟାସର ଫ୍ଲେମ୍ ମିଡିୟମ୍-ହାଇ ରଖନ୍ତୁ।

-ପାଣିରେ ଚିନି ଓ କେଶର ମିଶିଗଲା ପର୍ଯ୍ୟନ୍ତ ଏହାକୁ ଘାଣ୍ଟୁଥାଆନ୍ତୁ। ବାସ୍ନା ପାଇଁ ଅଳେଇଚ ମଧ୍ୟ ପକାଇପାରିବେ।

-ମିଶ୍ରଣ ବହଳିଆ ହୋଇଗଲେ, ଏଥିରେ କାଜୁ ବଟା ପକାନ୍ତୁ।

-କାଜୁ ବଟା ଢ଼ାଳିବା ସମୟରେ ପାଟିରେ ଚଟୁ ଚଲାଉଥାନ୍ତୁ।

-ଧ୍ୟାନ ରଖନ୍ତୁ ଯେପରି ବଟା ଧିରେ ଧିରେ ଢାଳିବେ, ଯେପରି ଏଥିରେ ବିଣ୍ଡା ନ ପଡ଼େ। ଏହି ସମୟରେ ଗ୍ୟାସର ଫ୍ଲେମ୍ କମ୍ ରଖନ୍ତୁ ଏବଂ ମିଶ୍ରଣକୁ ଘାଣ୍ଟୁଥାନ୍ତୁ।

-ଏହା ଗାଢ଼ ହୋଇଗଲେ, ଗ୍ୟାସରୁ ଓହ୍ଲାଇ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ।

-ମିଶ୍ରଣ ସମ୍ପୂର୍ଣ୍ଣ ଥଣ୍ଡା ହୋଇଗଲେ, ଗୋଟିଏ ଥାଳିରେ ଘିଅ ଲଗାଇ ଏହାକୁ ରଖନ୍ତୁ। ମିଶ୍ରଣକୁ ଥାଳିରେ ସମାନ୍ତରାଳ ଭାବରେ ଖେଳେଇ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ମନ ମୁତାବକ ଆକାରରେ ଛୁରୀରେ କାଟନ୍ତୁ।

-ଏହାକୁ ଫ୍ରିଜରେ ରଖି ଆପଣ ଥଣ୍ଡା କରି ମଧ୍ୟ ଖାଇପାରିବେ।

ଆଗକୁ ପଢ଼ନ୍ତୁ : ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story