Advertisment

ଖାଇବା ଅଭ୍ୟାସ ବଦଳାନ୍ତୁ; ବୈବାହିକ ଜୀବନକୁ ମଜାଦାର କରନ୍ତୁ

ଗବେଷକମାନଙ୍କ କହିବା ଅନୁଯାୟୀ ସଠିକ୍ ଆହାର ଭୋଜନ ଅଭ୍ୟାସ ଆପଣଙ୍କ ବୈବାହିକ ଜୀବନକୁ ଅଧିକ କୌତୁକପୂର୍ଣ୍ଣ କରିପାରିବ। ଜର୍ଣ୍ଣାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଦୈନନ୍ଦିନ ଖାଦ୍ୟରେ ଚୋକଲେଟ୍‌, ମାଉ ଓ ଓଟ୍‌ସ ଭଳି ଖାଦ୍ୟ ସାମିଲ କଲେ ଆପଣଙ୍କ ସେକ୍ସଲାଇଫ୍‌ରେ ଅନେକ ସୁଧାର ଆସିବ। ଡାର୍କ ଚକ୍‌ଲେଟ୍‌: ଚକ୍‌ଲେଟ୍‌ ଖାଇଲେ ଡୋପାମାଇନ୍ ନାମକ ଏକ କେମିକାଲ୍‌ର ସ୍ତର ବଢ଼ି ଯାଏ। ଏହା ଆମ ମସ୍ତିଷ୍କରେ ଥିବା ପ୍ଲେଜର ସେଣ୍ଟରକୁ ପ୍ରଭାବିତ କରେ […]

ଖାଇବା ଅଭ୍ୟାସ ବଦଳାନ୍ତୁ; ବୈବାହିକ ଜୀବନକୁ ମଜାଦାର କରନ୍ତୁ

couple

Advertisment

ଗବେଷକମାନଙ୍କ କହିବା ଅନୁଯାୟୀ ସଠିକ୍ ଆହାର ଭୋଜନ ଅଭ୍ୟାସ ଆପଣଙ୍କ ବୈବାହିକ ଜୀବନକୁ ଅଧିକ କୌତୁକପୂର୍ଣ୍ଣ କରିପାରିବ। ଜର୍ଣ୍ଣାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଦୈନନ୍ଦିନ ଖାଦ୍ୟରେ ଚୋକଲେଟ୍‌, ମାଉ ଓ ଓଟ୍‌ସ ଭଳି ଖାଦ୍ୟ ସାମିଲ କଲେ ଆପଣଙ୍କ ସେକ୍ସଲାଇଫ୍‌ରେ ଅନେକ ସୁଧାର ଆସିବ।

Advertisment

ଡାର୍କ ଚକ୍‌ଲେଟ୍‌: ଚକ୍‌ଲେଟ୍‌ ଖାଇଲେ ଡୋପାମାଇନ୍ ନାମକ ଏକ କେମିକାଲ୍‌ର ସ୍ତର ବଢ଼ି ଯାଏ। ଏହା ଆମ ମସ୍ତିଷ୍କରେ ଥିବା ପ୍ଲେଜର ସେଣ୍ଟରକୁ ପ୍ରଭାବିତ କରେ ଓ ସଂପର୍କକୁ ବନାଇ ରଖିବାର ଇଚ୍ଛାକୁ ବଢ଼ାଏ।

ମାଛ: ପ୍ରୋଟିନ୍‌ ଓ ଓମେଗା-୩ ଯୁକ୍ତ ମାଛ ମଧ୍ୟ ଡୋପାମାଇନ୍‌ କେମିକାଲ୍‌ର ସ୍ତର ବଢ଼ାଏ।

Advertisment

ରସୁଣ: ଏଥିରେ ଏଲିସିନ୍ ନାମକ ଏକ ପଦାର୍ଥ ଥାଏ ଯାହା ଯୌନାଙ୍ଗରେ ରକ୍ତ ସଞ୍ଚରକୁ ବଢ଼ାଇ ଦିଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ପୁରୁଷମାନେ ପ୍ରତି ଦିନ ରସୁଣ ଖାଇବେ ସମ୍ଭୋଗ କରିବାର କ୍ଷମତା ବଢ଼ିଯିବ।

ଓଟ୍‌ସ: ଏଥିରେ ମ୍ୟାଗ୍ନେସିୟମ, ବି୬, ବି୨ ଓ ନିୟାସିନ୍ ଥାଏ। ଏହା ଦ୍ୱାରା ଯୌନଜୀବନରେ ସୁଧାର ଆସିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe