ଧନପ୍ରାପ୍ତି ପାଇଁ ଇଚ୍ଛା? ଶୁକ୍ରବାର ବୋଲନ୍ତୁ ଏହି ଶ୍ଲୋକ

ଧନୀ ହେବାକୁ କାହାର ବା ଇଚ୍ଛା ନ ଥାଏ। ସେଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବହୁ ଲୋକ ଅଧିକ ରୋଜଗାର ପାଇଁ କଠିନ ପରିଶ୍ରମ କରନ୍ତି। ନିଜର ଉପାର୍ଜିତ ଧନକୁ ଠିକ୍‌ ବାଟରେ ବିନିଯୋଗ କରି ଧନୀ ହୋଇଥାନ୍ତି। ଏ କଥା ସମସ୍ତଙ୍କୁ ଜଣା। କିନ୍ତୁ ଆପଣ ଜାଣିଛନ୍ତି କି, ଶୁକ୍ରବାର ମନ୍ତ୍ର ଓ କିଛି ଉପାୟ ଅବଲମ୍ବନ କଲେ ଆପଣ ବି ଧନବାନ୍ ହୋଇପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ। ୧-୩ଟି […]

dani

dani

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 10:12 AM IST

Sports

Latest News

ଧନୀ ହେବାକୁ କାହାର ବା ଇଚ୍ଛା ନ ଥାଏ। ସେଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବହୁ ଲୋକ ଅଧିକ ରୋଜଗାର ପାଇଁ କଠିନ ପରିଶ୍ରମ କରନ୍ତି। ନିଜର ଉପାର୍ଜିତ ଧନକୁ ଠିକ୍‌ ବାଟରେ ବିନିଯୋଗ କରି ଧନୀ ହୋଇଥାନ୍ତି। ଏ କଥା ସମସ୍ତଙ୍କୁ ଜଣା। କିନ୍ତୁ ଆପଣ ଜାଣିଛନ୍ତି କି, ଶୁକ୍ରବାର ମନ୍ତ୍ର ଓ କିଛି ଉପାୟ ଅବଲମ୍ବନ କଲେ ଆପଣ ବି ଧନବାନ୍ ହୋଇପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

୧-୩ଟି ଶୁକ୍ରବାର ନିୟମିତ ‘ଓଁ  ଶ୍ରୀ ଶ୍ରୀୟେ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ୭ ବର୍ଷରୁ କମ୍ ବୟସର କନ୍ୟାଙ୍କୁ ଶ୍ରଦ୍ଧା ପୂର୍ବକ ଖିରି ଓ ମିଠା ଭୋଜନ ଖାଇବାକୁ ଦିଅନ୍ତୁ। ଏହା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଆପଣଙ୍କ ଆର୍ଥିକ ସମସ୍ୟା ରହିବ ନାହିଁ।

୨- ପ୍ରତ୍ୟେକ ଶୁକ୍ରବାର ଲାଲ ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ନିଜ ଅଙ୍ଗୁଳିରେ ରୁପାର ମୁଦି ଧାରଣ କରି ଚାଉଳ ଓ ଚିନିକୁ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ଓ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା କଲେ ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ବୋଲି ବିଶ୍ୱାସ ରହିଛି।

୩- ପ୍ରତ୍ୟେକ ଦିନ ପୂଜା ଘରେ ଦୀପ ଲଗାଇ ମାଆ ଲକ୍ଷ୍ମୀଙ୍କୁ ମିଶ୍ରି ଓ ଖିରି ଭୋଗ ଲଗାନ୍ତୁ। ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

ସୌଜନ୍ୟ- ୱେବଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story