ଲଣ୍ଡନ: ଆଜିକାଲି ବୟସ୍କ ହେବା ପୂର୍ବରୁ ଅନେକଙ୍କ ଚୁଟି ଧଳା ହୋଇ ଯାଇଥାଏ। କିନ୍ତୁ ଜାଣିଛନ୍ତି କି, ଯେଉଁ ବ୍ୟକ୍ତିଙ୍କର ବୟସ ହେବା ପୂର୍ବରୁ ଚୁଟି ଧଳା ହୋଇଯାଏ ସେମାନଙ୍କୁ ହୃଦରୋଗ ହେବା ଆଶଙ୍କା ଥାଏ। ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି।
ଗ୍ରୀସ୍ର କାହିରା ବିଶ୍ୱବିଦ୍ୟାଳୟର ହୃଦରୋଗ ବିଶେଷଜ୍ଞ ଇରେନ ସାମୁଲେସ୍ କହିଛନ୍ତି, କମ୍ ବୟସରେ ଚୁଟି ଧଳା ହୋଇ ଯାଉଥିଲେ ହୃଦୟ ରୋଗ ହେବାର ଆଶଙ୍କା ଥାଏ। ଆଥ୍ରୋସ୍କାଲେରୋସିସ୍ ଯୋଗୁଁ ଧମନୀର ଉଦରରେ ଥିବା ସାମଗ୍ରୀ ଯୋଗୁଁ ଏହା ହୋଇଥାଏ।
ସେ ଆହୁରି କହିଛନ୍ତି,“ ଆଥ୍ରୋସ୍କାଲେରୋସିସ୍ ଓ ଚୁଟି ଧଳା ହୋଇଯିବା ଏକ ଜୈବିକ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ବୟସ ବଢ଼ିବା ସହ ଏହା ବଢ଼ିଥାଏ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...