Advertisment

ବୟସ୍କ ହେବା ପୂର୍ବରୁ ଚୁଟି ଧଳା ହୋଇଯାଉଛି କି?: ହୋଇପାରେ ହୃଦରୋଗର କାରଣ

ଲଣ୍ଡନ: ଆଜିକାଲି ବୟସ୍କ ହେବା ପୂର୍ବରୁ  ଅନେକଙ୍କ ଚୁଟି ଧଳା ହୋଇ ଯାଇଥାଏ। କିନ୍ତୁ ଜାଣିଛନ୍ତି କି, ଯେଉଁ ବ୍ୟକ୍ତିଙ୍କର ବୟସ ହେବା ପୂର୍ବରୁ ଚୁଟି ଧଳା ହୋଇଯାଏ ସେମାନଙ୍କୁ ହୃଦରୋଗ ହେବା ଆଶଙ୍କା ଥାଏ।  ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି। ଗ୍ରୀସ୍‌ର କାହିରା ବିଶ୍ୱବିଦ୍ୟାଳୟର ହୃଦରୋଗ ବିଶେଷଜ୍ଞ ଇରେନ ସାମୁଲେସ୍‌ କହିଛନ୍ତି,  କମ୍‌ ବୟସରେ ଚୁଟି ଧଳା ହୋଇ ଯାଉଥିଲେ ହୃଦୟ ରୋଗ ହେବାର ଆଶଙ୍କା ଥାଏ। ଆଥ୍ରୋସ୍କାଲେରୋସିସ୍‌ ଯୋଗୁଁ ଧମନୀର ଉଦରରେ […]

ଅଦ୍ୟତନ ହୋଇଛି
ବୟସ୍କ ହେବା ପୂର୍ବରୁ ଚୁଟି ଧଳା ହୋଇଯାଉଛି କି?: ହୋଇପାରେ ହୃଦରୋଗର କାରଣ

ggrey hair

Advertisment

ଲଣ୍ଡନ: ଆଜିକାଲି ବୟସ୍କ ହେବା ପୂର୍ବରୁ  ଅନେକଙ୍କ ଚୁଟି ଧଳା ହୋଇ ଯାଇଥାଏ। କିନ୍ତୁ ଜାଣିଛନ୍ତି କି, ଯେଉଁ ବ୍ୟକ୍ତିଙ୍କର ବୟସ ହେବା ପୂର୍ବରୁ ଚୁଟି ଧଳା ହୋଇଯାଏ ସେମାନଙ୍କୁ ହୃଦରୋଗ ହେବା ଆଶଙ୍କା ଥାଏ।  ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି।

Advertisment

ଗ୍ରୀସ୍‌ର କାହିରା ବିଶ୍ୱବିଦ୍ୟାଳୟର ହୃଦରୋଗ ବିଶେଷଜ୍ଞ ଇରେନ ସାମୁଲେସ୍‌ କହିଛନ୍ତି,  କମ୍‌ ବୟସରେ ଚୁଟି ଧଳା ହୋଇ ଯାଉଥିଲେ ହୃଦୟ ରୋଗ ହେବାର ଆଶଙ୍କା ଥାଏ। ଆଥ୍ରୋସ୍କାଲେରୋସିସ୍‌ ଯୋଗୁଁ ଧମନୀର ଉଦରରେ ଥିବା ସାମଗ୍ରୀ ଯୋଗୁଁ ଏହା ହୋଇଥାଏ।

ସେ ଆହୁରି କହିଛନ୍ତି,“ ଆଥ୍ରୋସ୍କାଲେରୋସିସ୍‌ ଓ  ଚୁଟି ଧଳା ହୋଇଯିବା  ଏକ ଜୈବିକ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ବୟସ ବଢ଼ିବା ସହ ଏହା ବଢ଼ିଥାଏ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe