ପ୍ରାୟ ସମସ୍ତେ ସାପ ଦେଖିଲେ ଡରନ୍ତି। କିଛି ଲୋକ ସାପ ଦେଖିବା ମାତ୍ରେ ଅଘଟଣ ଆଶଙ୍କା କରି ତାକୁ ମାରି ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ସାପ ଦେଖିଲେ ଶୁଭ ହୁଏ ବୋଲି କୁହାଯାଏ। କେଉଁଠି ଓ କେତେବେଳେ କେଉଁ ରଙ୍ଗର ସାପ ଦେଖିଲେ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା।
- ଯଦି ଆପଣ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖନ୍ତି, ତା’ହେଲେ ଧନଲାଭ ହୋଇପାରେ।
- ଯଦି ଆପଣ ସ୍ୱପ୍ନରେ ଏକରୁ ଅଧିକ ଧଳା ସାପ ଦେଖନ୍ତି, ତା’ହେଲେ ଜାଣନ୍ତୁ ନାଗ ଦେବତାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି।
- ସୋମବାର ଓ ପଞ୍ଚମୀରେ ସାପ ଦେଖିଲେ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
- ଘରେ ଅବା ବାହାରେ କେଉଁଠି ଧଳାର ରଙ୍ଗର ସାପ ଦେଖିଲେ ମଧ୍ୟ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
- ଯଦି ସାପ ଫଣା ଟେକି ରହିଥିବାର ଆପଣ ଦେଖନ୍ତି ତା’ହେଲେ ଶୁଭଫଳ ପ୍ରାପ୍ତି ହେବ ବୋଲି ଜାଣନ୍ତୁ।
- ସାପ ଲଢ଼େଇ କରୁଥିବାର ଦେଖିଲେ କୌଣସି ବିବାଦରେ ଫସି ପାରନ୍ତି।
- ଯଦି ସ୍ୱପ୍ନରେ ଆପଣ ବହୁତ ସାପ ଦେଖନ୍ତି ତା’ହେଲେ ଦେବତାମାନେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...