/odisha-reporter/media/post_attachments/uploads/2017/05/chana.jpg)
chana
ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଶରୀର ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ୍, ମିନରଲ ଓ ଭିଟାମିନ୍ ଭରପୂର ରହିଥାଏ। ଜାଣିଛନ୍ତି, ଡ୍ରାଏଫୁଡ୍ ଠାରୁ ଚଣାରୁ ଅଧିକ ଭିଟାମିନ୍ ମିଳିଥାଏ। ଏହାକୁ ଖାଇଲେ ବିଭିନ୍ନ ପ୍ରକାର ରୋଗ ହେବାରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଚଣା ଖାଇଲେ ଶରୀରକୁ କ’ଣ ଉପକାର ମିଳିଥାଏ।
Advertisment
୧- ଚଣାରେ ଆଇରନ୍ ଭରପୂର ହୋଇ ରହିଥାଏ। ପ୍ରତିଦିନ ସକାଳେ ଚଣା ଖାଇଲେ ଏନୋମିୟା ହେବାରୁ ରକ୍ଷା ମିଳିଥାଏ।
୨- ଚଣାରେ ଫସଫରସ ଓ ମାଙ୍ଗାନିଜ ଥାଏ। ଏହା ଯାଦୁ ଓ କୁଣ୍ଡିଆରୁ ରକ୍ଷା କରିଥାଏ।
୩- କ୍ଷୀର ଓ ଦହି ପରି ଚଣାରେ କ୍ୟାଲସିୟମ ମିଳିଥାଏ। ଏହାକୁ ସକାଳେ ଖାଇଲେ ହାଡ଼ ମଜଭୁତ ରହିଥାଏ।
Advertisment
୪- ଚଣାରେ ଫସଫରସ ଭରପୁର ଥାଏ। ଏହା ଶରୀରର ହିମୋଗ୍ଲୋବିନ୍ ବଢ଼ାଇବାରେ ସହାୟକ ହୋଇଥାଏ।
ସୌଜନ୍ୟ: ଖାସ୍ଖବର, ଫଟୋ: ଖାସ୍ଖବର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
