ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଶରୀର ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ୍, ମିନରଲ ଓ ଭିଟାମିନ୍ ଭରପୂର ରହିଥାଏ। ଜାଣିଛନ୍ତି, ଡ୍ରାଏଫୁଡ୍ ଠାରୁ ଚଣାରୁ ଅଧିକ ଭିଟାମିନ୍ ମିଳିଥାଏ। ଏହାକୁ ଖାଇଲେ ବିଭିନ୍ନ ପ୍ରକାର ରୋଗ ହେବାରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଚଣା ଖାଇଲେ ଶରୀରକୁ କ’ଣ ଉପକାର ମିଳିଥାଏ।
୧- ଚଣାରେ ଆଇରନ୍ ଭରପୂର ହୋଇ ରହିଥାଏ। ପ୍ରତିଦିନ ସକାଳେ ଚଣା ଖାଇଲେ ଏନୋମିୟା ହେବାରୁ ରକ୍ଷା ମିଳିଥାଏ।
୨- ଚଣାରେ ଫସଫରସ ଓ ମାଙ୍ଗାନିଜ ଥାଏ। ଏହା ଯାଦୁ ଓ କୁଣ୍ଡିଆରୁ ରକ୍ଷା କରିଥାଏ।
୩- କ୍ଷୀର ଓ ଦହି ପରି ଚଣାରେ କ୍ୟାଲସିୟମ ମିଳିଥାଏ। ଏହାକୁ ସକାଳେ ଖାଇଲେ ହାଡ଼ ମଜଭୁତ ରହିଥାଏ।
୪- ଚଣାରେ ଫସଫରସ ଭରପୁର ଥାଏ। ଏହା ଶରୀରର ହିମୋଗ୍ଲୋବିନ୍ ବଢ଼ାଇବାରେ ସହାୟକ ହୋଇଥାଏ।
ସୌଜନ୍ୟ: ଖାସ୍ଖବର, ଫଟୋ: ଖାସ୍ଖବର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...