ଡାଇବେଟିସ୍ ପାଇଁ ଭଲ ରସୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆମେ ମେଡିସିନ୍‌ର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମେଡିସିନ୍‌ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ତେଣୁ କେବଳ ମେଡିସିନ୍‌ ନୁହେଁ, ଘରୋଇ ଉପଚାର ଜରିଆରେ ମଧ୍ୟ ଏସବୁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇବା ଅଭ୍ୟାସ କରନ୍ତୁ। ରସୁଣ ଖାଇଲେ ବ୍ଲଡ୍‌ ପ୍ରେସର ସହିତ ଅନ୍ୟ କେଉଁସବୁ ରୋଗ […]

g222

g222

Puspanjali Panda
  • Published: Monday, 02 March 2020
  • Updated: 02 March 2020, 07:38 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆମେ ମେଡିସିନ୍‌ର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମେଡିସିନ୍‌ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ।

ତେଣୁ କେବଳ ମେଡିସିନ୍‌ ନୁହେଁ, ଘରୋଇ ଉପଚାର ଜରିଆରେ ମଧ୍ୟ ଏସବୁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇବା ଅଭ୍ୟାସ କରନ୍ତୁ। ରସୁଣ ଖାଇଲେ ବ୍ଲଡ୍‌ ପ୍ରେସର ସହିତ ଅନ୍ୟ କେଉଁସବୁ ରୋଗ ନିୟନ୍ତ୍ରଣ ହୋଇଥାଏ, ଜାଣି ରଖନ୍ତୁ।

୧. ରସୁଣ କେବଳ ଉଚ୍ଚ ରକ୍ତଚାପ ନୁହେଁ, ପେଟରେ ହେଉଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଠିକ୍‌ କରିଥାଏ। ଆପଣ ଚାହିଁଲେ ଗୋଟିଏ କିମ୍ୱା ଦୁଇ କୋଲା କଞ୍ଚା ରସୁଣକୁ ପ୍ରତ୍ୟେକ ଦିନ ଚୋବାଇ ଖାଇପାରିବେ।

୨. ରସୁଣକୁ ସବୁଦିନ ଖାଇଲେ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇଥାଏ। ପ୍ରକୃତ କଥା ହେଉଛି ରସୁଣ ଶରୀରକୁ ଗଲେ ସୁଗାର ନିୟନ୍ତ୍ରଣ କରିବାର ହରମୋନ୍‌ ତିଆରି କରିଥାଏ। ସେଥିପାଇଁ ଡାଇବେଟିସ୍‌ ରୋଗୀ ନିଜ ଖାଦ୍ୟରେ ରସୁଣକୁ ସାମିଲ କରନ୍ତୁ।

୩ . ରସୁଣ ହୃଦ୍‌ଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ। ରସୁଣ ଖାଇଲେ ଶରୀରରେ ରକ୍ତ ଜମାଟ ବାନ୍ଧେ ନାହିଁ। ତେଣୁ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

୪. ରସୁଣ ଓ ମହୁକୁ ମିଶାଇ ଖାଇଲେ ରକ୍ତ ଧମନୀ ସଫା ରହିଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ।

୫. ରସୁଣରେ କମ୍‌ କ୍ୟାଲୋରୀ ଓ କାର୍ବ ବା କାର୍ବୋହାଇଡ୍ରେଡ୍‌ ରହିଛି, ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମହୌଷଧୀ ପରି କାମ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story