Advertisment

ରାତିରେ ଲାଇଟ୍‌ ଜଳାଇ ଶୋଉଛନ୍ତି କି? ଦେଖା ଦେଇପାରେ ଏହି ସବୁ ଅସୁସ୍ଥତା

ରାତିରେ ଲାଇଟ୍‌ ଜଳାଇ ଶୋଇବାକୁ କିଛି ଲୋକ  ଭଲ ପାଇଥାନ୍ତି। ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ। କାରଣ ରାତିରେ ଲାଇଟ୍‌ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ। ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଶୋଇବା ସମୟରେ ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ବହୁ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ। ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ। […]

ଅଦ୍ୟତନ ହୋଇଛି
ରାତିରେ ଲାଇଟ୍‌ ଜଳାଇ ଶୋଉଛନ୍ତି କି? ଦେଖା ଦେଇପାରେ ଏହି ସବୁ ଅସୁସ୍ଥତା

sleeping

Advertisment

ରାତିରେ ଲାଇଟ୍‌ ଜଳାଇ ଶୋଇବାକୁ କିଛି ଲୋକ  ଭଲ ପାଇଥାନ୍ତି। ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ। କାରଣ ରାତିରେ ଲାଇଟ୍‌ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ। ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଶୋଇବା ସମୟରେ ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ବହୁ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ।

Advertisment

ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ। ଖାସ୍‌ କରି ରାତିରେ। ଦିନସାରା କାମ କରି ରାତିରେ ଶୋଇବା ଯୋଗୁଁ ଶରୀରକୁ କାମର ବୋଝରୁ ମୁକ୍ତି ମିଳିଥାଏ। ରାତିରେ ଆମ ଶରୀର ଲାଇଟ୍‌ (ଆଲୋକ) ଆବଶ୍ୟକ କରି ନଥାଏ। ଯଦି ଶୋଇବା ବେଳେ ଲାଇଟ୍‌ ଜଳାଇ ରଖନ୍ତି ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଓ ଆଖି ଉପରେ ପଡିଥାଏ। ଯଦି ରାତିରେ କମ୍ପ୍ୟୁଟରରେ କାମ କରୁଥିବେ କିମ୍ୱା ସ୍ୱଳ୍ପ ଆଲୁଅରେ ପାଠ ପଢ଼ୁଥିବେ ତେବେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି। ଫଳରେ ମୁଣ୍ଡବ୍ୟଥା ଓ ଆଖିରେ ଜଳାପଡ଼ା ସମସ୍ୟା ଦେଖା ଦେଇପାରେ।

ଘର ଭିତରେ ଆଲୁଅ ଆଖି ଉପରେ ପ୍ରଭାବ ପକାଇଥାଏ। ନିଦ ଠିକ୍‌ ରେ ହୋଇ ନଥାଏ। ବାରମ୍ୱାର ନିଦ ଭାଙ୍ଗି ଯାଇଥାଏ। ଏହାର ସିଧା ପ୍ରଭାବ ନିଦ ପରେ ପଡ଼ିଥାଏ। ଫଳରେ ନିଦ୍ରାହିନତା ପରି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ। ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ। ଯାହା ହୃଦଘାତ ଓ ରକ୍ତଚାପ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe