ଭୁବନେଶ୍ୱର: ପ୍ରତିଦିନ ଆମେ ସକାଳେ ଉଠିଲେ ଟୁଥ୍ପେଷ୍ଟ୍ର ବ୍ୟବହାର କରିଥାଉ। ଯାହା ଆମ ଦାନ୍ତକୁ ସଫା ରଖିବା ସହ ଉଜ୍ଜ୍ୱଳ ଓ ମଜଭୁତ ରଖିଥାଏ। କିନ୍ତୁ ଅନେକେ ଜାଣନ୍ତି ନାହିଁଯେ ଟୁଥ୍ପେଷ୍ଟ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ, କାରଣ ଟୁଥପେଷ୍ଟରେ ସୋଡ଼ିୟମ୍ ଫ୍ଲୋରାଇଡ୍ରହିଛି। ସାଧାରଣତଃ ଏହା ମୂଷା ମାରିବା ପାଇଁ ବ୍ୟବହାର କରାଯାଉଥିବା ବିଷରେ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଆମ ଶରୀରରେ ମହଜୁଦ୍ଥିବା ନେଚୁରାଲ୍ବ୍ୟାକ୍ଟେରିଆଙ୍କ ମୃତ୍ୟୁ ଘଟିଥାଏ ଓ ମସ୍ତିଷ୍କକକୁ କ୍ଷତି ପହଞ୍ଚିଥାଏ।
ପ୍ରାକୃତିକ ପଦ୍ଧତିରେ ଦାନ୍ତ ସଫା କରିବାକୁ ଚାହୁଁଥିଲେ ନଡ଼ିଆ ତେଲ ସବୁଠାରୁ ଭଲ ବିକଳ୍ପ। ଏହା ଦାନ୍ତକୁ ସଫା ରଖିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଥିବାରୁ ଏହା ଦାନ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ମାଢିରୁ ରକ୍ତ ଝରିବା, ଓଠ ଓ ଜିଭ ଶୁଖି ଯାଉଥିଲେ ନଡ଼ିଆ ତେଲ ଔଷଧ ପରି କାମ କରିଥାଏ। ନଡ଼ିଆ ତେଲରେ ଦାନ୍ତ ମାଢ଼ି ମାଲିସ୍ କରିବା ଦ୍ୱାରା ଦାନ୍ତରେ ଜମି ରହୁଥିବା ଜୀବାଣୁ ଓ କୀଟାଣୁ ମାରିବା ସହ ଦାନ୍ତକୁ ସଫା ରଖିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...