ଭୁବନେଶ୍ୱର: ପ୍ରତିଦିନ ଆମେ ସକାଳେ ଉଠିଲେ ଟୁଥ୍ପେଷ୍ଟ୍ର ବ୍ୟବହାର କରିଥାଉ। ଯାହା ଆମ ଦାନ୍ତକୁ ସଫା ରଖିବା ସହ ଉଜ୍ଜ୍ୱଳ ଓ ମଜଭୁତ ରଖିଥାଏ। କିନ୍ତୁ ଅନେକେ ଜାଣନ୍ତି ନାହିଁଯେ ଟୁଥ୍ପେଷ୍ଟ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ, କାରଣ ଟୁଥପେଷ୍ଟରେ ସୋଡ଼ିୟମ୍ ଫ୍ଲୋରାଇଡ୍ରହିଛି। ସାଧାରଣତଃ ଏହା ମୂଷା ମାରିବା ପାଇଁ ବ୍ୟବହାର କରାଯାଉଥିବା ବିଷରେ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଆମ ଶରୀରରେ ମହଜୁଦ୍ଥିବା ନେଚୁରାଲ୍ବ୍ୟାକ୍ଟେରିଆଙ୍କ ମୃତ୍ୟୁ ଘଟିଥାଏ ଓ ମସ୍ତିଷ୍କକକୁ କ୍ଷତି ପହଞ୍ଚିଥାଏ।
ପ୍ରାକୃତିକ ପଦ୍ଧତିରେ ଦାନ୍ତ ସଫା କରିବାକୁ ଚାହୁଁଥିଲେ ନଡ଼ିଆ ତେଲ ସବୁଠାରୁ ଭଲ ବିକଳ୍ପ। ଏହା ଦାନ୍ତକୁ ସଫା ରଖିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଥିବାରୁ ଏହା ଦାନ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ମାଢିରୁ ରକ୍ତ ଝରିବା, ଓଠ ଓ ଜିଭ ଶୁଖି ଯାଉଥିଲେ ନଡ଼ିଆ ତେଲ ଔଷଧ ପରି କାମ କରିଥାଏ। ନଡ଼ିଆ ତେଲରେ ଦାନ୍ତ ମାଢ଼ି ମାଲିସ୍ କରିବା ଦ୍ୱାରା ଦାନ୍ତରେ ଜମି ରହୁଥିବା ଜୀବାଣୁ ଓ କୀଟାଣୁ ମାରିବା ସହ ଦାନ୍ତକୁ ସଫା ରଖିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।

Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।