Advertisment

ଦାନ୍ତର ସୁରକ୍ଷା ପାଇଁ ଉପଯୋଗୀ ନଡ଼ିଆ ତେଲ

ଭୁବନେଶ୍ୱର: ପ୍ରତିଦିନ ଆମେ ସକାଳେ ଉଠିଲେ ଟୁଥ୍‌ପେଷ୍ଟ୍‌ର ବ୍ୟବହାର କରିଥାଉ। ଯାହା ଆମ ଦାନ୍ତକୁ ସଫା ରଖିବା ସହ ଉଜ୍ଜ୍ୱଳ ଓ ମଜଭୁତ ରଖିଥାଏ। କିନ୍ତୁ ଅନେକେ ଜାଣନ୍ତି ନାହିଁଯେ ଟୁଥ୍‌ପେଷ୍ଟ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ, କାରଣ ଟୁଥପେଷ୍ଟରେ ସୋଡ଼ିୟମ୍‌ ଫ୍ଲୋରାଇଡ୍‌ରହିଛି। ସାଧାରଣତଃ ଏହା ମୂଷା ମାରିବା ପାଇଁ ବ୍ୟବହାର କରାଯାଉଥିବା ବିଷରେ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଆମ ଶରୀରରେ ମହଜୁଦ୍‌ଥିବା ନେଚୁରାଲ୍‌ବ୍ୟାକ୍ଟେରିଆଙ୍କ ମୃତ୍ୟୁ ଘଟିଥାଏ ଓ ମସ୍ତିଷ୍କକକୁ କ୍ଷତି ପହଞ୍ଚିଥାଏ। ପ୍ରାକୃତିକ ପଦ୍ଧତିରେ ଦାନ୍ତ […]

ଅଦ୍ୟତନ ହୋଇଛି
ଦାନ୍ତର ସୁରକ୍ଷା ପାଇଁ ଉପଯୋଗୀ ନଡ଼ିଆ ତେଲ

teath

Advertisment

teathଭୁବନେଶ୍ୱର: ପ୍ରତିଦିନ ଆମେ ସକାଳେ ଉଠିଲେ ଟୁଥ୍‌ପେଷ୍ଟ୍‌ର ବ୍ୟବହାର କରିଥାଉ। ଯାହା ଆମ ଦାନ୍ତକୁ ସଫା ରଖିବା ସହ ଉଜ୍ଜ୍ୱଳ ଓ ମଜଭୁତ ରଖିଥାଏ। କିନ୍ତୁ ଅନେକେ ଜାଣନ୍ତି ନାହିଁଯେ ଟୁଥ୍‌ପେଷ୍ଟ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ, କାରଣ ଟୁଥପେଷ୍ଟରେ ସୋଡ଼ିୟମ୍‌ ଫ୍ଲୋରାଇଡ୍‌ରହିଛି। ସାଧାରଣତଃ ଏହା ମୂଷା ମାରିବା ପାଇଁ ବ୍ୟବହାର କରାଯାଉଥିବା ବିଷରେ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଆମ ଶରୀରରେ ମହଜୁଦ୍‌ଥିବା ନେଚୁରାଲ୍‌ବ୍ୟାକ୍ଟେରିଆଙ୍କ ମୃତ୍ୟୁ ଘଟିଥାଏ ଓ ମସ୍ତିଷ୍କକକୁ କ୍ଷତି ପହଞ୍ଚିଥାଏ।

Advertisment

ପ୍ରାକୃତିକ ପଦ୍ଧତିରେ ଦାନ୍ତ ସଫା କରିବାକୁ ଚାହୁଁଥିଲେ ନଡ଼ିଆ ତେଲ ସବୁଠାରୁ ଭଲ ବିକଳ୍ପ। ଏହା ଦାନ୍ତକୁ ସଫା ରଖିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଥିବାରୁ ଏହା ଦାନ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ମାଢିରୁ ରକ୍ତ ଝରିବା, ଓଠ ଓ ଜିଭ ଶୁଖି ଯାଉଥିଲେ ନଡ଼ିଆ ତେଲ ଔଷଧ ପରି କାମ କରିଥାଏ। ନଡ଼ିଆ ତେଲରେ ଦାନ୍ତ ମାଢ଼ି ମାଲିସ୍‌ କରିବା ଦ୍ୱାରା ଦାନ୍ତରେ ଜମି ରହୁଥିବା ଜୀବାଣୁ ଓ କୀଟାଣୁ ମାରିବା ସହ ଦାନ୍ତକୁ ସଫା ରଖିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe