ପ୍ରତିଦିନ କାହିଁକି ଖାଇବେ କଞ୍ଚା ଲଙ୍କା? ଜାଣନ୍ତୁ ଏହାର ୫ଟି ଫାଇଦା ସଂପର୍କରେ

ସାଧାରଣତଃ କଞ୍ଚା ଲଙ୍କା ଖାଇବା ଦ୍ୱାରା ପାଟି ଜଳିଥାଏ। କିନ୍ତୁ ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ସ୍ୱାସ୍ଥ୍ୟ ପାଇଁ ବି ଏହା ବେଶ୍ ଲାଭଦାୟକ। ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ୫ଟି ଫାଇଦା ସମ୍ପର୍କରେ। ଯନ୍ତ୍ରଣାରୁ ରକ୍ଷା କରେ କଞ୍ଚା ଲଙ୍କାରେ ଭିଟାମିନ୍ ‘ସି’ ରହିଛି।  ତେଣୁ ଏହା ଖାଇବା ଦ୍ୱାରା ଯନ୍ତ୍ରଣାରୁ ରକ୍ଷା ମିଳିବା ସହ  ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ। ହଜମ ପକ୍ରିୟା ଠିକ୍ ହୁଏ […]

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 11:17 AM IST

Sports

Latest News

ସାଧାରଣତଃ କଞ୍ଚା ଲଙ୍କା ଖାଇବା ଦ୍ୱାରା ପାଟି ଜଳିଥାଏ। କିନ୍ତୁ ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ସ୍ୱାସ୍ଥ୍ୟ ପାଇଁ ବି ଏହା ବେଶ୍ ଲାଭଦାୟକ। ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ୫ଟି ଫାଇଦା ସମ୍ପର୍କରେ।

ଯନ୍ତ୍ରଣାରୁ ରକ୍ଷା କରେ

କଞ୍ଚା ଲଙ୍କାରେ ଭିଟାମିନ୍ ‘ସି’ ରହିଛି।  ତେଣୁ ଏହା ଖାଇବା ଦ୍ୱାରା ଯନ୍ତ୍ରଣାରୁ ରକ୍ଷା ମିଳିବା ସହ  ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ।

ହଜମ ପକ୍ରିୟା ଠିକ୍ ହୁଏ

କଞ୍ଚା ଲଙ୍କା ଆଣ୍ଟି ଅକ୍ସିଡେଣ୍ଟ୍ ପରି କାମ କରିଥାଏ। ଏହାସହିତ ଏଥିରେ ଫାଇବର ଥିବାରୁ ହଜମ ପକ୍ରିୟାକୁ ଠିକ୍ ଭାବେ କରିଥାଏ।

ଆଖି ପାଇଁ ଲାଭଦାୟକ

କଞ୍ଚା ଲଙ୍କାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ‘ସି’ ରହିଛି ଯାହା ଆଖି ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ।

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ

କଞ୍ଚା ଲଙ୍କା ଆଣ୍ଟି ବ୍ୟାକଟେରିଆ ଏଜେଣ୍ଟ୍ ପରି କାମ କରିଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ।

ଚର୍ମରେ ଆଣେ ଚମକ

କଞ୍ଚାଲଙ୍କା ଶରୀରରୁ ଟକସିନ୍ ବାହାର କରିବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ଚର୍ମର ଚମକ ବଢ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story