ରୁହନ୍ତୁ ସତର୍କ: ଶୀତ ଦିନେ ବ୍ରେନ୍‌ ଷ୍ଟ୍ରୋକ୍‌ର ସମ୍ଭାବନା ଅଧିକ

ସାଧାରଣତଃ ଋତୁ ବଦଳିବା ସମୟରେ କିଛି ରୋଗ ହୋଇଥାଏ। ଏବେ ଟିକେ ଟିକେ ଶୀତ ଆରମ୍ଭ ହୋଇଗଲାଣି। ଶୀତ ଦିନ ପ୍ରାରମ୍ଭରେ ସାଧାରଣତଃ ଥଣ୍ଡା ଓ କାଶ ଇତ୍ୟାଦି ହୋଇଥାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ଶିକାର ହୁଅନ୍ତି। ତେବେ ଶୀତ ଦିନେ ଥଣ୍ଡା ଓ କାଶ ଅତି ସାଧାରଣ ରୋଗ ଭାବେ ପରିଗଣିତ ହେଉଥିବା ବେଳେ ଆହୁରି ଅନେକ ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରେ। ଏହି ସମୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ମଧ୍ୟ ଅଧିକ […]

brain

brain

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 03:02 PM IST

ସାଧାରଣତଃ ଋତୁ ବଦଳିବା ସମୟରେ କିଛି ରୋଗ ହୋଇଥାଏ। ଏବେ ଟିକେ ଟିକେ ଶୀତ ଆରମ୍ଭ ହୋଇଗଲାଣି। ଶୀତ ଦିନ ପ୍ରାରମ୍ଭରେ ସାଧାରଣତଃ ଥଣ୍ଡା ଓ କାଶ ଇତ୍ୟାଦି ହୋଇଥାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ଶିକାର ହୁଅନ୍ତି। ତେବେ ଶୀତ ଦିନେ ଥଣ୍ଡା ଓ କାଶ ଅତି ସାଧାରଣ ରୋଗ ଭାବେ ପରିଗଣିତ ହେଉଥିବା ବେଳେ ଆହୁରି ଅନେକ ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରେ। ଏହି ସମୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ।

ଶୀତଦିନେ ରକ୍ତନଳୀ ଶୁଷ୍କ ହୋଇଯାଏ। ଫଳରେ ରକ୍ତପ୍ରବହ ସ୍ୱାଭାବିକ ଭାବେ ହୋଇ ନ ଥାଏ। ଏହି କରାଣରୁ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ସମ୍ଭାବନା ଅଧିକ ଥାଏ। ତେବେ ଶୀତଦିନେ ଉଚ୍ଚ ରକ୍ତଚାପ ରୋଗୀ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ଏଣୁ ସେମାନେ ଏଥିପ୍ରତି ଅଧିକ ଯତ୍ନବାନ୍ ହେବାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହନ୍ତି।

ପ୍ରତିକାର: ପ୍ରତିକାର ଲାଗ ଉଚ୍ଚ ରକ୍ତଚାପ ରୋଗୀମାନେ ନିୟମିତ ରକ୍ତଚାପ ଯାଞ୍ଚ କରିବା ଆବଶ୍ୟକ। ଶ୍ୱାସରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଥଣ୍ଡା ପଡ଼ିଲେ ଶ୍ୱାସ ରୋଗୀଙ୍କୁ ଷ୍ଟ୍ରୋକୋ ହେବାର ସମ୍ଭାବନା ବଢ଼ିଯାଏ। ଏଣୁ ଶ୍ୱାସ ରୋଗୀ ନିଜ ଔଷଧ ଓ ଇନ୍‌ହେଲର ସବୁବେଳେ ପାଖରେ ରଖିବାର ଆବଶ୍ୟକତା ରହିଛି। ଏହି ସମୟରେ ଧମନୀରେ ରକ୍ତପ୍ରବାହ ଧୀର ହୋଇଯାଉଥିବାରୁ ସର୍ବଦା ଦେହକୁ ଜାବୁଡ଼ି ଧରିବା ଭଳି ପୋଷାକ ପିନ୍ଧିବାର ଆବଶ୍ୟକତା ରହିଛି।

ଆଉ କ’ଣ କରିବା ଆବଶ୍ୟକ: ସକାଳେ ବିଛଣା ଛାଡ଼ିବା ଆଗରୁ ଯଥାସମ୍ଭବ ଗରମ ପୋଷାକ ପିନ୍ଧନ୍ତୁ। ନିତ୍ୟକର୍ମ ସାରି କିଛି ସମୟ ବ୍ୟାୟାମ କରନ୍ତୁ। ବାହାରକୁ ବାହାରିବା ବେଳ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଢାଙ୍କି ହୁଅନ୍ତୁ। ଶ୍ୱାସରୋଗୀ ସକାଳୁ ସକାଳୁ ଥଣ୍ଡାରେ ବାହାରକୁ ନ ବାହାରିବା ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story