କେଶକୁ ମୋଟା ଓ ଲମ୍ବା ରଖିବାକୁ ଚାହୁଁଛନ୍ତି ? ଖାଆନ୍ତୁ ନିଜ ବାଡ଼ିର ଏହି ପରିବା

ଭେଣ୍ଡି ତରକାରି ଓ ଭେଣ୍ଡିଭଜା ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଗବେଷଣାରୁ ଜଣାପଡ଼ିଛି, ଭେଣ୍ଡିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ହେଲେ ଏହାକୁ ଖାଉଥିବା ଲୋକେ ଏନେଇ ସଚେତନ ନୁହଁନ୍ତି। ଆସନ୍ତୁ ଜାଣିବା ଭେଣ୍ଡି ଖାଇଲେ ଆମକୁ କ’ଣ ଫାଇଦା ମିଳିବ। ୧. ଭେଣ୍ଡିରୁ ପ୍ରୋଟିନ୍‌, କ୍ୟାଲିସିୟମ, ଫ୍ୟାଟ୍‌, କାବ୍ରୋହାଇଡ୍ରେଡ୍‌ ସହ ଫସଫରସ  ମିଳିଥାଏ। ଏହା ଶରୀର ପାଇଁ  ଲାଭକାରୀ। ଏଥିରୁ ପୋଷକ ତତ୍ତ୍ୱ ମିଳିଥାଏ। ୨. ଗବେଷଣାରୁ ଜଣାପଡ଼ିଛି, ଭେଣ୍ଡିରେ ଥିବା ତତ୍ତ୍ୱ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 09:56 AM IST

Sports

Latest News

ଭେଣ୍ଡି ତରକାରି ଓ ଭେଣ୍ଡିଭଜା ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଗବେଷଣାରୁ ଜଣାପଡ଼ିଛି, ଭେଣ୍ଡିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ହେଲେ ଏହାକୁ ଖାଉଥିବା ଲୋକେ ଏନେଇ ସଚେତନ ନୁହଁନ୍ତି। ଆସନ୍ତୁ ଜାଣିବା ଭେଣ୍ଡି ଖାଇଲେ ଆମକୁ କ’ଣ ଫାଇଦା ମିଳିବ।

୧. ଭେଣ୍ଡିରୁ ପ୍ରୋଟିନ୍‌, କ୍ୟାଲିସିୟମ, ଫ୍ୟାଟ୍‌, କାବ୍ରୋହାଇଡ୍ରେଡ୍‌ ସହ ଫସଫରସ  ମିଳିଥାଏ। ଏହା ଶରୀର ପାଇଁ  ଲାଭକାରୀ। ଏଥିରୁ ପୋଷକ ତତ୍ତ୍ୱ ମିଳିଥାଏ।

୨. ଗବେଷଣାରୁ ଜଣାପଡ଼ିଛି, ଭେଣ୍ଡିରେ ଥିବା ତତ୍ତ୍ୱ କୋଲୋନ କ୍ୟାନସରର ବିଷାକ୍ତ ତତ୍ତ୍ୱକୁ ନଷ୍ଟ କରିଦେଇଥାଏ। ଭେଣ୍ଡି ଖାଇଲେ ମାରାତ୍ମକ କ୍ୟାନସର ହେବାର ସମ୍ଭାବନା କମ୍‌ ଥାଏ।

୩. ଭେଣ୍ଡିରୁ ଆଇରନ୍‌ ମିଳିଥାଏ। ଏହା ଶରୀର ପାଇଁ ଲାଭଦାୟକ। ଏହା ରକ୍ତରେ ହିମୋଗ୍ଲୋବିନ୍‌ ତିଆରି କରିବା ସାହାଯ୍ୟ କରିଥାଏ। ଫଳରେ ଏନୋମିଆ ହେବାର ସମ୍ଭାବନା କମ୍‌ ଥାଏ। ଭେଣ୍ଡିରେ ଥିବା ଭିଟାମିନ୍‌ ଯୋଗୁଁ ରକ୍ତ ସ୍ରାବ କମ୍‌ ହୋଇଥାଏ।

୪. ଭେଣ୍ଡି ଖାଇଲେ କେଶ ଲମ୍ବା ଓ  ମୋଟା ରହିଥାଏ। ପ୍ରତିଦିନ ଭେଣ୍ଡି ଖାଇଲେ  ମୁଣ୍ଡରୁ ରୁପି ସମସ୍ୟା ଦୂର ହୋଇଥାଏ। ଭେଣ୍ଡିକୁ ଛୋଟ ଛୋଟ କାଟି ସେଥିରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ। ଏହା କେଶ ପାଇଁ ଲାଭଦାୟକ।

୫. ଏହା ଓଜନ ହ୍ରାସ କରିଥାଏ। ଶରୀରର ଫ୍ୟାଟ୍‌ କମ୍‌ କରିଥାଏ। ଚର୍ବିକୁ ବଢ଼ାଇବାକୁ ଦିଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story