Advertisment

ରକ୍ତରେ ଇନସୁଲିନ ବଢ଼ାଏ ଅମୃତଭଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁର୍ବେଦରେ ଅମୃତଭଣ୍ଡାକୁ ଏକ ଔଷଧ ଭାବରେ ଗ୍ରହଣ କରାଯାଇଥାଏ। ଏହାକୁ ନିୟମିତ ଭାବରେ ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ, ସି, ମ୍ୟାଗ୍ନେସିୟମ, ପୋଟାସିୟମ ପ୍ରଚୁର ମାତ୍ରାରେ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ। ୧. ଡାଇବେଟିସ ରୋଗୀଙ୍କୁ ଡେଲି ଡାଏଟରେ ଅମୃତଭଣ୍ଡା ଖଇବାକୁ ଦିଅନ୍ତୁ। ସକାଳ ଜଳଖିଆ ଓ ସନ୍ଧ୍ୟା ସମୟରେ ଏହାକୁ ଖାଆନ୍ତୁ। ୨. ସେହିପରି କଞ୍ଚା ଅମୃତଭଣ୍ଡାକୁ […]

ଅଦ୍ୟତନ ହୋଇଛି
ରକ୍ତରେ ଇନସୁଲିନ ବଢ଼ାଏ ଅମୃତଭଣ୍ଡା

papaya-seeds-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁର୍ବେଦରେ ଅମୃତଭଣ୍ଡାକୁ ଏକ ଔଷଧ ଭାବରେ ଗ୍ରହଣ କରାଯାଇଥାଏ। ଏହାକୁ ନିୟମିତ ଭାବରେ ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ, ସି, ମ୍ୟାଗ୍ନେସିୟମ, ପୋଟାସିୟମ ପ୍ରଚୁର ମାତ୍ରାରେ ରହିଛି। ତା'ହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ।

Advertisment

୧. ଡାଇବେଟିସ ରୋଗୀଙ୍କୁ ଡେଲି ଡାଏଟରେ ଅମୃତଭଣ୍ଡା ଖଇବାକୁ ଦିଅନ୍ତୁ। ସକାଳ ଜଳଖିଆ ଓ ସନ୍ଧ୍ୟା ସମୟରେ ଏହାକୁ ଖାଆନ୍ତୁ।

୨. ସେହିପରି କଞ୍ଚା ଅମୃତଭଣ୍ଡାକୁ ଡାଇବେଟିସ ରୋଗୀଙ୍କୁ ତରକାରୀ କିମ୍ବା ସଂତୁଳା କରି ଖାଇବାକୁ ଦିଅନ୍ତୁ।

Advertisment

୩. ଏଥିରେ ଥିବା ଭିଟାମିନ ସି ଆଖିକୁ ସୁସ୍ଥ ରଖିବା ସହିତ ଦୃଷ୍ଟି ଶକ୍ତି ପ୍ରଖର କରିଥାଏ।

୪. ଅମୃତଭଣ୍ଡାରେ ଥିବା ଭିଟାମିନ ସି ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ଇମ୍ୟୁନୋ ସେଲର ସଂଖ୍ୟା ବୃଦ୍ଧି କରିଥାଏ।

୫. ଏଥିରେ ଥିବା ପୋଟାସିୟମ,ମ୍ୟାଗ୍ନେସିୟମ ଶରୀରକୁ ଆବଶ୍ୟକ ମାତ୍ରାର ଜଳ ଯୋଗାଇଥାନ୍ତି। ତେଣୁ କିଡନୀ ଷ୍ଟୋନ ଓ ହାର୍ଟ ଆଟାକ ପରି ସମସ୍ୟା ହୋଇନଥାଏ।

୬.ଅମୃତଭଣ୍ଡାରେ ଥିବା ଭିଟାମିନ ଓ ମିନେରାଲସ ଶରୀରରେ ସୁଗାରର ସ୍ତରକୁ ସନ୍ତୁଳିତ ରଖି ରକ୍ତରେ ଇନସୁଲିନର ମାତ୍ରା ବୃଦ୍ଧି କରିଥାଏ।

ମନେରଖନ୍ତୁ, ଅମୃତଭଣ୍ଡା ଦେହ ପାଇଁ ଉପକାରୀ ହୋଇଥିଲେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ। ଛୁରୀରେ ଅମୃତଭଣ୍ଡାକୁ କାଟିବାର ୬ ଘଣ୍ଟା ମଧ୍ୟରେ ଖାଇନିଅନ୍ତୁ।

Lifestyle News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe