ବର୍ତ୍ତମାନ ଜୀବନଶୈଳୀରେ ଡିପ୍ରସେନ୍ ବା ମାନସିକ ଚାପ ଏକ ସାଧାରଣ ସମସ୍ୟା। ଏହା ସ୍ୱାସ୍ଥ୍ୟ ପ୍ରତି ଅଧିକ ବିପଦ ହୋଇଥାଏ। ଅତ୍ୟଧିକ ଚିନ୍ତା କାରଣରୁ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଚିନ୍ତା ବା ଡିପ୍ରସେନ୍ରୁ ବାହାରିବା ପାଇଁ ନିୟମିତ କାଜୁ ଖାଆନ୍ତୁ। ଆସନ୍ତୁ ଜାଣିବା କାଜୁ ଖାଇଲେ ଶରୀରକୁ ଆଉ କଣ ସବୁ ଫାଇଦା ମିଳିଥାଏ।
- କାଜୁରେ ଥିବା ମ୍ୟାଗ୍ନେସିୟମ୍ ଶରୀରର ସେରୋଟୋନିନ ନାମକ ରାସାୟନ ସ୍ତରକୁ ବଢ଼ାଏ। ଏହି ରାସାୟନ ମନକୁ ଖୁସି ରଖିବାରେ ସାହାଯ୍ୟ କରେ। ମନ ଖୁସି ରହିଲେ ଚିନ୍ତା ଦୂର ହୁଏ।
- କାଜୁରେ ପ୍ରୋଟିନ ପ୍ରଚୁର ପରିମାଣ ରହିଛି। ଏଥିରେ ଥିବା କପର୍ ଶରୀରର ଏନ୍ଜାଇମର ଗତିବିଧି, ହର୍ମନର ଉତ୍ପାଦନ ଓ ମସ୍ତିଷ୍କର କାର୍ଯ୍ୟକୁ ସଂପାଦନା କରେ।
- କାଜୁକୁ କ୍ଷୀର ସହ ମିଶାଇ ତ୍ୱଚାରେ ମସାଜ କଲେ ତାହା କୋମଳ ହୁଏ।
- କାଜୁରେ ପୋଟାସିୟମ୍, ଭିଟାମିନ ଇ,ସେଲେନିୟମ ଓ ଜିଙ୍କ୍ ପରି ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ। କ୍ୟାନସରରୁ ବର୍ତ୍ତିବା ପାଇଁ ନିୟମିତ କାଜୁ ଖାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Health
ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
Health
ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ; ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ
କେବଳ ଡାକ୍ତର ନୁହନ୍ତି, ଏହି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଜ୍ଞ ଡାକ୍ତରଙ୍କର ମଧ୍ୟ ଘୋର ଅଭାବ ରହିଛି। ମାଲକାନଗିରିରେ ୬ଟି ସିଏଚ୍ସିରେ ୨୪ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ମାତ୍ର ଅଛନ୍ତି ଜଣେ। ବାକି ୨୩ଟି ଖାଲି ପଡ଼ିଛି।