ମାନସିକ ଚାପରୁ ମୁକ୍ତି ଦିଏ କାଜୁ

ବର୍ତ୍ତମାନ ଜୀବନଶୈଳୀରେ ଡିପ୍ରସେନ୍‌ ବା ମାନସିକ ଚାପ ଏକ ସାଧାରଣ ସମସ୍ୟା। ଏହା ସ୍ୱାସ୍ଥ୍ୟ ପ୍ରତି ଅଧିକ ବିପଦ ହୋଇଥାଏ। ଅତ୍ୟଧିକ ଚିନ୍ତା କାରଣରୁ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ  ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଚିନ୍ତା ବା ଡିପ୍ରସେନ୍‌ରୁ ବାହାରିବା ପାଇଁ ନିୟମିତ କାଜୁ ଖାଆନ୍ତୁ। ଆସନ୍ତୁ ଜାଣିବା କାଜୁ ଖାଇଲେ ଶରୀରକୁ ଆଉ କଣ ସବୁ ଫାଇଦା ମିଳିଥାଏ। – କାଜୁରେ ଥିବା ମ୍ୟାଗ୍ନେସିୟମ୍ ଶରୀରର ସେରୋଟୋନିନ ନାମକ ରାସାୟନ ସ୍ତରକୁ ବଢ଼ାଏ। […]

Rakesh Mallick
  • Published: Friday, 13 October 2017
  • Updated: 13 October 2017, 10:35 AM IST

Sports

Latest News

ବର୍ତ୍ତମାନ ଜୀବନଶୈଳୀରେ ଡିପ୍ରସେନ୍‌ ବା ମାନସିକ ଚାପ ଏକ ସାଧାରଣ ସମସ୍ୟା। ଏହା ସ୍ୱାସ୍ଥ୍ୟ ପ୍ରତି ଅଧିକ ବିପଦ ହୋଇଥାଏ। ଅତ୍ୟଧିକ ଚିନ୍ତା କାରଣରୁ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ  ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଚିନ୍ତା ବା ଡିପ୍ରସେନ୍‌ରୁ ବାହାରିବା ପାଇଁ ନିୟମିତ କାଜୁ ଖାଆନ୍ତୁ। ଆସନ୍ତୁ ଜାଣିବା କାଜୁ ଖାଇଲେ ଶରୀରକୁ ଆଉ କଣ ସବୁ ଫାଇଦା ମିଳିଥାଏ।

- କାଜୁରେ ଥିବା ମ୍ୟାଗ୍ନେସିୟମ୍ ଶରୀରର ସେରୋଟୋନିନ ନାମକ ରାସାୟନ ସ୍ତରକୁ ବଢ଼ାଏ। ଏହି ରାସାୟନ ମନକୁ ଖୁସି ରଖିବାରେ ସାହାଯ୍ୟ କରେ। ମନ ଖୁସି ରହିଲେ ଚିନ୍ତା ଦୂର ହୁଏ।

- କାଜୁରେ ପ୍ରୋଟିନ ପ୍ରଚୁର ପରିମାଣ ରହିଛି। ଏଥିରେ ଥିବା କପର୍ ଶରୀରର ଏନ୍‌ଜାଇମର ଗତିବିଧି, ହର୍ମନର ଉତ୍ପାଦନ ଓ  ମସ୍ତିଷ୍କର କାର୍ଯ୍ୟକୁ ସଂପାଦନା କରେ।

- କାଜୁକୁ କ୍ଷୀର ସହ ମିଶାଇ ତ୍ୱଚାରେ ମସାଜ କଲେ ତାହା କୋମଳ ହୁଏ।

- କାଜୁରେ ପୋଟାସିୟମ୍, ଭିଟାମିନ ଇ,ସେଲେନିୟମ ଓ ଜିଙ୍କ୍ ପରି ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ। କ୍ୟାନସରରୁ ବର୍ତ୍ତିବା ପାଇଁ ନିୟମିତ କାଜୁ ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story