କ’ଣ ଆପଣ ବି ନେଉଛନ୍ତି ଆଣ୍ଟିବାୟୋଟିକ୍‌? ଏହା ଆଣିପାରେ ବିପଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସମେତ ଅନେକ ଦେଶରେ ଆଣ୍ଟିବାୟୋଟିକ୍‌ ଔଷଧର ଆମଦାନୀ ବହୁଳ ମାତ୍ରାରେ କରାଯାଉଛି। ଏଣେ ଆଣ୍ଟିବାୟୋଟିକ୍‌ର ପ୍ରଭାବ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏକ ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗବେଷଣାରୁ ଜଣାପଡ଼ିଛି ଯେ ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ଆଣ୍ଟିବାୟୋଟିକ୍‌ର ବ୍ୟବହାର ବ୍ୟବସାୟ ସ୍ତରରେ ବଢ଼ିବାରେ ଲାଗିଛି। ଏହା ୫୦ ବିଲିୟନ୍‌ରୁ ବଢ଼ି ୭୦ ବିଲିୟନ୍‌ ଡଲାରରେ ପହଞ୍ଚିଛି।ଏହାର ବୃଦ୍ଧି ବିଶେଷ କରି ଭାରତ, ଚୀନ, ବ୍ରାଜିଲ୍‌, ଋଷ୍‌ […]

antibio

antibio

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 09:20 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସମେତ ଅନେକ ଦେଶରେ ଆଣ୍ଟିବାୟୋଟିକ୍‌ ଔଷଧର ଆମଦାନୀ ବହୁଳ ମାତ୍ରାରେ କରାଯାଉଛି। ଏଣେ ଆଣ୍ଟିବାୟୋଟିକ୍‌ର ପ୍ରଭାବ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏକ ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଗବେଷଣାରୁ ଜଣାପଡ଼ିଛି ଯେ ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ଆଣ୍ଟିବାୟୋଟିକ୍‌ର ବ୍ୟବହାର ବ୍ୟବସାୟ ସ୍ତରରେ ବଢ଼ିବାରେ ଲାଗିଛି। ଏହା ୫୦ ବିଲିୟନ୍‌ରୁ ବଢ଼ି ୭୦ ବିଲିୟନ୍‌ ଡଲାରରେ ପହଞ୍ଚିଛି।ଏହାର ବୃଦ୍ଧି ବିଶେଷ କରି ଭାରତ, ଚୀନ, ବ୍ରାଜିଲ୍‌, ଋଷ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ହେଉଥିବାର ଜଣାପଡ଼ିଛି। ଅଷ୍ଟ୍ରେଲିଆର ‘କୁଇନ୍‌ସଲ୍ୟାଣ୍ଡ୍‌ ଟେକ୍ନୋଲୋଜି ୟୁନିଭର୍ସିଟି’ର ଇମାନୁଏଲ୍‌ ଏଡେଭୁୟୀ କହିଛନ୍ତି, “ଆଣ୍ଟିବାୟୋଟିକ୍‌ ଔଷଧର ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀରରେ ସଂକ୍ରମଣକୁ  ବ୍ୟାପିବାରେ ସହାୟତା କରିଥାଏ। ତାଙ୍କ ମତରେ ୫୭ ହଜାର ନବଜାତ ଶିଶୁଙ୍କର ମୃତ୍ୟୁ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସଂକ୍ରମଣ କାରଣରୁ ହିଁ ହୋଇଥାଏ।”

ଆଣ୍ଟିବାୟୋଟିକ୍‌ ବ୍ୟବହାର ଯୋଗୁ ଆମେରିକାରେ ପ୍ରତିବର୍ଷ ୨୦ ଲକ୍ଷ ସଂକ୍ରମିତ ହେବା ସହିତ ୨୩ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣରୁ ୟୁରୋପରେ ପ୍ରତିବର୍ଷ ୨୫ହଜାର ମୃତ୍ୟୁ ହୋଇଥାଏ।ଏଡେଭୁୟୀ ଆହୁରି ମଧ୍ୟ କହିଛନ୍ତି, ବିକାଶଶୀଳ ଦେଶମାନଙ୍କରେ ଆଣ୍ଟିବାୟୋଟିକ୍‌ ଦ୍ୱାରା ସଂକ୍ରମଣରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା କମ୍‌। କିନ୍ତୁ କୁହାଯାଉଛି, ଏହି ଦେଶ ମାନଙ୍କରେ ମୃତ୍ୟୁର ଅନ୍ୟ କିଛି କାରଣ ରହିଛି।

ଏହି ଗବେଷଣାର ରିପୋର୍ଟ ‘ଦି ଜର୍ଣ୍ଣାଲ୍‌ ଅଫ୍‌ ଇନ୍‌ଫେକ୍‌ସନ୍‌’ରେ ପ୍ରକାଶ ପାଇଛି। ଏଥିରେ ୨୪ଟି ଦେଶର ଗବେଷଣା ପ୍ରସୂତ ରିପୋର୍ଟକୁ ବିଶ୍ଲେଷଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story