Advertisment

ଏକ ବର୍ଷରୁ କମ୍‌ ଶିଶୁଙ୍କୁ ଖୁଆନ୍ତୁ ନାହିଁ ଏସବୁ ଖାଦ୍ୟ

ଜନ୍ମର ପ୍ରଥମ ଛଅ ମାସ ଶିଶୁକୁ କେବଳ ମା’ କ୍ଷୀର ଦିଆଯାଇଥାଏ। ଛଅ ମାସ ପରେ ମା’ କ୍ଷୀର ସହ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯେଉଁ ମା’ମାନେ ଶିଶୁକୁ ସ୍ତନ୍ୟପାନ ଛଡ଼ା ବାହାର ଖାଦ୍ୟ ଖୁଆଉଛନ୍ତି ସେମାନେ ସତର୍କ ରୁହନ୍ତୁ। ଏମିତି କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଖୁଆଇବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟକୁ  ଏକ ବର୍ଷରୁ କମ୍‌ ଶିଶୁଙ୍କୁ […]

ଅଦ୍ୟତନ ହୋଇଛି
ଏକ ବର୍ଷରୁ କମ୍‌ ଶିଶୁଙ୍କୁ ଖୁଆନ୍ତୁ ନାହିଁ ଏସବୁ ଖାଦ୍ୟ
Advertisment

ଜନ୍ମର ପ୍ରଥମ ଛଅ ମାସ ଶିଶୁକୁ କେବଳ ମା’ କ୍ଷୀର ଦିଆଯାଇଥାଏ। ଛଅ ମାସ ପରେ ମା’ କ୍ଷୀର ସହ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯେଉଁ ମା’ମାନେ ଶିଶୁକୁ ସ୍ତନ୍ୟପାନ ଛଡ଼ା ବାହାର ଖାଦ୍ୟ ଖୁଆଉଛନ୍ତି ସେମାନେ ସତର୍କ ରୁହନ୍ତୁ। ଏମିତି କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଖୁଆଇବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟକୁ  ଏକ ବର୍ଷରୁ କମ୍‌ ଶିଶୁଙ୍କୁ ଖୁଆଇବା ଅନୁଚିତ।

Advertisment

- ଶିଶୁର ବୟସ ଏକ ବର୍ଷରୁ କମ୍‌ ହୋଇଥିଲେ ଲୁଣ ଖୁଆଇବେ ନାହିଁ।  ଲୁଣ ଖାଇବା ଦ୍ୱାରା ଶିଶୁଙ୍କଠାରେ ଆଲର୍ଜି ଭଳି ସମସ୍ୟା ଦେଖାଯାଇଥାଏ।

- ଏକ ବର୍ଷର କମ୍‌ ଶିଶୁଙ୍କୁ ରାଗ କିମ୍ୱା ବାସି ଖାଦ୍ୟ ଖୁଆଇବେ ନାହିଁ। ଏପରି ଖାଦ୍ୟ ଖୁଆଇବା ଦ୍ୱାରା ଶିଶୁଙ୍କ ପେଟରେ ସମସ୍ୟା ଦେଖାଯାଇଥାଏ।

Advertisment

- ଆପଣଙ୍କ ଶିଶୁଙ୍କୁ ଆଲର୍ଜି ପରି ସମସ୍ୟା ଥିଲେ ହାଲ୍‌କା ଆହାର ଖୁଆନ୍ତୁ। ପତ୍ର କୋବି ଓ ଫୁଲ କୋବି ପରି ଖାଦ୍ୟ ଶିଶୁଙ୍କୁ ଭୁଲରେ ଖୁଆଇବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe