ଖାଲି ପେଟରେ ଚା ପିଉଛନ୍ତି କି ? ଜୀବନ ପ୍ରତି ରହିଛି ବିପଦ

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ ରୁ ହୋଇଥାଏ। କାହାର କଳା ଚା ପସନ୍ଦ ତ କିଏ ଅଦା ଚା’ରେ ଅଭ୍ୟସ୍ତ। ଅଧିକାଂଶ ଲୋକେ ଖାଲି ପେଟରେ ଚା ପିଇଥାନ୍ତି। କିନ୍ତୁ ଜାଣନ୍ତି କି, ଖାଲି ପେଟରେ ଚା ପିଇବା ଶରୀର ପାଇଁ ଭାରି କ୍ଷତିକାରକ ? ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇଲେ ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ। – ଖାଲି ପେଟରେ ଚା ପିଇବା ଦ୍ୱାରା ମଣିଷ ଚିଡ୍‌ଚିଡ଼ା ସ୍ୱଭାବର ହୋଇଯାଏ। […]

tea

tea

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 11:38 AM IST

Sports

Latest News

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ ରୁ ହୋଇଥାଏ। କାହାର କଳା ଚା ପସନ୍ଦ ତ କିଏ ଅଦା ଚା’ରେ ଅଭ୍ୟସ୍ତ। ଅଧିକାଂଶ ଲୋକେ ଖାଲି ପେଟରେ ଚା ପିଇଥାନ୍ତି। କିନ୍ତୁ ଜାଣନ୍ତି କି, ଖାଲି ପେଟରେ ଚା ପିଇବା ଶରୀର ପାଇଁ ଭାରି କ୍ଷତିକାରକ ? ଆସନ୍ତୁ ଜାଣିବା ଖାଲି ପେଟରେ ଚା' ପିଇଲେ ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ।

- ଖାଲି ପେଟରେ ଚା ପିଇବା ଦ୍ୱାରା ମଣିଷ ଚିଡ୍‌ଚିଡ଼ା ସ୍ୱଭାବର ହୋଇଯାଏ। ଚା ପିଇଲେ ଖୁବ୍‌ଶୀଘ୍ର ଥକା ଲାଗିଥାଏ ।

- ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ ହୋଇଛି ଯେ ଖାଲି ପେଟରେ ଚା ପିଇଲେ ପୁରୁଷଙ୍କ ମୂତ୍ରାଶୟରେ କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି।

- ଖାଲି ପେଟରେ ଅଦା ମିଶା ଚା ପିଇଲେ ଏସିଡିଟି ଓ ଗ୍ୟାସ୍‌ ପରି ସମସ୍ୟା ଦେଖାଯାଇଥାଏ । ସେହିପରି କଳା ଚା ପିଇଲେ ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ ।

- ଖାଲି ପେଟରେ ଚା ପିଇଲେ ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏହି କାରଣରୁ ଶରୀରର ଶକ୍ତି କମି ଯାଏ।

- ଚାରେ ଟୋଟିନ ନାମକ ଏକ ତତ୍ତ୍ୱ ରହିଛି। ଏଣୁ ଖାଲି ପେଟରେ ଚା'ପିଇଲେ ମୁଣ୍ଡ ବୁଲାଏ ଓ ବାନ୍ତି ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story