ଟାଇମ୍‌ ପାସ୍‌ ଖାଦ୍ୟ, କିନ୍ତୁ ଶରୀରକୁ ଦିଏ ଅନେକ ଫାଇଦା

ଡ୍ରାଏ ଫ୍ରୁଟ୍‌ସ ଶରୀର ପାଇଁ  ଅତ୍ୟନ୍ତ ଲାଭଦାୟକ। ଗବେଷଣାରୁ ଜଣାପଡ଼ିଛି ନିୟମିତ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡ଼େ। ହାର୍ଭର୍ଡ ୟୁନିଭରର୍ସିଟି  ଦ୍ୱାରା ଲକ୍ଷେ ଲୋକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ସେ ଡ୍ରାଏ ଫ୍ରୁଟ୍‌ସ ନିୟମିତ ଖାଇବା ଦ୍ୱାରା ଆୟୁଷ ‍ବଢ଼ିଥାଏ। ଆସନ୍ତୁ ଜାଣିବା ଡ୍ରାଏ ଫ୍ରୁଟ୍‌ସ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଲାଭ ମିଳେ। ବାଦାମ ବାଦାମ୍‌ରେ ମନୋସେଚୁରେଟେଡ୍‌ ଏସିଡ୍‌ ରହିଛି। ଏହା ଖରାପ କୋଲେଷ୍ଟ୍ରଲ ସ୍ତରକୁ […]

dryfruits

dryfruits

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 11:59 AM IST

Sports

Latest News

ଡ୍ରାଏ ଫ୍ରୁଟ୍‌ସ ଶରୀର ପାଇଁ  ଅତ୍ୟନ୍ତ ଲାଭଦାୟକ। ଗବେଷଣାରୁ ଜଣାପଡ଼ିଛି ନିୟମିତ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡ଼େ। ହାର୍ଭର୍ଡ ୟୁନିଭରର୍ସିଟି  ଦ୍ୱାରା ଲକ୍ଷେ ଲୋକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ସେ ଡ୍ରାଏ ଫ୍ରୁଟ୍‌ସ ନିୟମିତ ଖାଇବା ଦ୍ୱାରା ଆୟୁଷ ‍ବଢ଼ିଥାଏ। ଆସନ୍ତୁ ଜାଣିବା ଡ୍ରାଏ ଫ୍ରୁଟ୍‌ସ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଲାଭ ମିଳେ।

ବାଦାମ

  • ବାଦାମ୍‌ରେ ମନୋସେଚୁରେଟେଡ୍‌ ଏସିଡ୍‌ ରହିଛି। ଏହା ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍‌ କରି ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
  • ବାଦାମ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ।
  • ବାଦାମ୍‌ରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ତ୍ୱଚାକୁ ଉଜ୍ଜ୍ୱଳ ରଖେ। ମୁହଁରେ ଭାଙ୍ଗ ପଡ଼େ ନାହିଁ।

akhrotsଅଖରୋଟ

  • ଅଖରୋଟରେ ପ୍ରଚୁର ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି ଯାହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
  • ଏଥିରେ ଥିବା ଭିଟାମିନ ‘ଇ’ ତ୍ୱଚା ଓ କେଶକୁ ସୁସ୍ଥ ରଖେ।
  • ଅଖରୋଟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢ଼େ। ଏହା ବ୍ୟାକ୍ଟରିଆ ଓ ଭୂତାଣୁ ସହ ଲଢ଼ି ଆମକୁ ଭୟାନକ ରୋଗରୁ ବଞ୍ଚାଇଥାଏ।

ଖସଖସ (ପୋସ୍ତ)

  • ଖସଖସରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିଛି। ଏହାକୁ ଖାଇବା ଦ୍ୱାରା ହାଡ଼ ମଜଭୁତ ରହେ।
  • ଫାଇବରରେ ଭରପୂର ଥିବା ଖସଖସ ଖାଇବା ଦ୍ୱାରା ହଜମକ୍ରିୟା ସୁସ୍ଥ ରହେ। କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।

ଅଞ୍ଜିର

  • ଅଞ୍ଜିରରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ କ୍ୟାନସର ପରି ଭୟାନକ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ।
  • ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌ ରହିଛି। ଏହା ଏନିମିଆ ରୋଗରୁ ରକ୍ଷା କରିଥାଏ।

କେଉଁ ସମୟରେ କେତେ ପରିମାଣରେ  ଡ୍ରାଏ ଫ୍ରୁଟ୍‌ସ ଖାଇବେ

ଏମିତିରେ ଯେତେବେଳେ ବି ଡ୍ରାଏ ଫ୍ରୁଟ୍‌ସ ଖାଇଲେ ଏହାର ଫାଇଦା ଶରୀରକୁ ମିଳିବ। ତେବେ ଏହାକୁ ନିୟମିତ ଭାବେ ଠିକ୍‌ ସମୟରେ ସୀମିତ ମାତ୍ରାରେ ଖାଇଲେ ପରିଣାମ ଆହୁରି ଭଲ ଆସେ। ପ୍ରତିଦିନ ସକାଳେ ପୂର୍ବରାତିରୁ ବତୁରା ଯାଇଥିବା ଚାରୋଟି ବାଦାମ, ଗୋଟିଏ ଅଖରୋଟ,ଦେଢ଼ ଚାମଚ ଖସଖସ ଓ ଏକ ଅଞ୍ଜିର ଖାଇଲେ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story