Advertisment

କଞ୍ଚା ଚଣାରେ ଅଛି ଏଇ ସବୁ ଔଷଧୀୟ ଗୁଣ

କଞ୍ଚା ଚଣା ଶରୀର ପାଇଁ ଭାରି ଉପକାରୀ। କଞ୍ଚା ଚଣା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ଚଣା ଖାଇଲେ ଶରୀରକୁ କ’ଣ ସବୁ ଫ।ଇଦା ମିଳିଥାଏ। – ଚଣାରେ କାର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ।ଇବର ଓ ଆଇରନ ସହ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି। ଏସବୁ ଆମ ଶରୀର ପାଇଁ ବେଶ୍ ଜରୁରୀ। – ଡାଇବେଟିସ ରୋଗୀ କଞ୍ଚା ଚଣା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। – ଚଣାରେ […]

author-image
Rakesh Mallick
କଞ୍ଚା ଚଣାରେ ଅଛି ଏଇ ସବୁ ଔଷଧୀୟ ଗୁଣ

green

କଞ୍ଚା ଚଣା ଶରୀର ପାଇଁ ଭାରି ଉପକାରୀ। କଞ୍ଚା ଚଣା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ଚଣା ଖାଇଲେ ଶରୀରକୁ କ’ଣ ସବୁ ଫ।ଇଦା ମିଳିଥାଏ।

Advertisment

- ଚଣାରେ କାର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ।ଇବର ଓ ଆଇରନ ସହ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି। ଏସବୁ ଆମ ଶରୀର ପାଇଁ ବେଶ୍ ଜରୁରୀ।

- ଡାଇବେଟିସ ରୋଗୀ କଞ୍ଚା ଚଣା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ।

- ଚଣାରେ ଆଇରନ୍ ଭରପୂର ମାତ୍ରାରେ ରହିଛି। ରକ୍ତ କମ୍ ଥିବା ଲୋକଙ୍କୁ କଞ୍ଚା ଚଣା ଖାଇବାକୁ ପରାମର୍ଶ ଦିଆଯାଏ।

Advertisment

- ଚଣାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ଛଡା ଏଥିରେ କ୍ୟାଲସିୟମ୍ ରହିଛି ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ।