green
କଞ୍ଚା ଚଣା ଶରୀର ପାଇଁ ଭାରି ଉପକାରୀ। କଞ୍ଚା ଚଣା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ଚଣା ଖାଇଲେ ଶରୀରକୁ କ’ଣ ସବୁ ଫ।ଇଦା ମିଳିଥାଏ।
- ଚଣାରେ କାର୍ବୋହାଇଡ୍ରେଡ୍, ପ୍ରୋଟିନ୍, ଫ।ଇବର ଓ ଆଇରନ ସହ ବିଭିନ୍ନ ପ୍ରକାର ଭିଟାମିନ୍ ଭରପୂର ମାତ୍ରାରେ ରହିଛି। ଏସବୁ ଆମ ଶରୀର ପାଇଁ ବେଶ୍ ଜରୁରୀ।
- ଡାଇବେଟିସ ରୋଗୀ କଞ୍ଚା ଚଣା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ।
- ଚଣାରେ ଆଇରନ୍ ଭରପୂର ମାତ୍ରାରେ ରହିଛି। ରକ୍ତ କମ୍ ଥିବା ଲୋକଙ୍କୁ କଞ୍ଚା ଚଣା ଖାଇବାକୁ ପରାମର୍ଶ ଦିଆଯାଏ।
- ଚଣାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ଛଡା ଏଥିରେ କ୍ୟାଲସିୟମ୍ ରହିଛି ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/green.jpg)