କଞ୍ଚା ଚଣାରେ ଅଛି ଏଇ ସବୁ ଔଷଧୀୟ ଗୁଣ

କଞ୍ଚା ଚଣା ଶରୀର ପାଇଁ ଭାରି ଉପକାରୀ। କଞ୍ଚା ଚଣା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ଚଣା ଖାଇଲେ ଶରୀରକୁ କ’ଣ ସବୁ ଫ।ଇଦା ମିଳିଥାଏ। – ଚଣାରେ କାର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ।ଇବର ଓ ଆଇରନ ସହ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି। ଏସବୁ ଆମ ଶରୀର ପାଇଁ ବେଶ୍ ଜରୁରୀ। – ଡାଇବେଟିସ ରୋଗୀ କଞ୍ଚା ଚଣା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। – ଚଣାରେ […]

green

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 04:37 AM IST

କଞ୍ଚା ଚଣା ଶରୀର ପାଇଁ ଭାରି ଉପକାରୀ। କଞ୍ଚା ଚଣା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ଚଣା ଖାଇଲେ ଶରୀରକୁ କ’ଣ ସବୁ ଫ।ଇଦା ମିଳିଥାଏ।

- ଚଣାରେ କାର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ।ଇବର ଓ ଆଇରନ ସହ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି। ଏସବୁ ଆମ ଶରୀର ପାଇଁ ବେଶ୍ ଜରୁରୀ।

- ଡାଇବେଟିସ ରୋଗୀ କଞ୍ଚା ଚଣା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ।

- ଚଣାରେ ଆଇରନ୍ ଭରପୂର ମାତ୍ରାରେ ରହିଛି। ରକ୍ତ କମ୍ ଥିବା ଲୋକଙ୍କୁ କଞ୍ଚା ଚଣା ଖାଇବାକୁ ପରାମର୍ଶ ଦିଆଯାଏ।

- ଚଣାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ଛଡା ଏଥିରେ କ୍ୟାଲସିୟମ୍ ରହିଛି ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ।

Related story