Advertisment

ଆପଣଙ୍କର ଏହି ସବୁ ସମସ୍ୟା ରହିଛି କି, ଖାଆନ୍ତୁ ଜାମୁକୋଳି

ଅନ୍ୟାନ୍ୟ ଫଳ ପରି ଜାମୁକୋଳି ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାମୁକୋଳିରେ ଥିବା ଆଣ୍ଟି ଆକ୍ସିଡାଣ୍ଟ ଶରୀରରେ ହେଉଥିବା ଜଳାପୋଡ଼ାକୁ ଭଲ କରିଦିଏ। ଏତିକି ନୁହେଁ, ଶରୀରକୁ ସଂକ୍ରମଣରୁ ମଧ୍ୟ ଜାମୁକୋଳି ରକ୍ଷା କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଜାମୁକୋଳି ଖାଇଲେ ଆଉ କ’ଣ ସବୁ ଫାଇଦା ମିଳିଥାଏ। ୧. ଜାମୁକୋଳିରେ ଭିଟାମିନ ସି’ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି, ଯାହା ଡାଇବେଟିସ, କୋଲେଷ୍ଟ୍ରଲ, […]

ଅଦ୍ୟତନ ହୋଇଛି
ସୌନ୍ଦର୍ଯ୍ୟ ପାଇଁ ମୁହଁରେ ଲଗାନ୍ତୁ ଜାମୁକୋଳି

jamun1

Advertisment

ନ୍ୟାନ୍ୟ ଫଳ ପରି ଜାମୁକୋଳି ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ।

Advertisment

ଜାମୁକୋଳିରେ ଥିବା ଆଣ୍ଟି ଆକ୍ସିଡାଣ୍ଟ ଶରୀରରେ ହେଉଥିବା ଜଳାପୋଡ଼ାକୁ ଭଲ କରିଦିଏ। ଏତିକି ନୁହେଁ, ଶରୀରକୁ ସଂକ୍ରମଣରୁ ମଧ୍ୟ ଜାମୁକୋଳି ରକ୍ଷା କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଜାମୁକୋଳି ଖାଇଲେ ଆଉ କ’ଣ ସବୁ ଫାଇଦା ମିଳିଥାଏ।

୧. ଜାମୁକୋଳିରେ ଭିଟାମିନ ସି’ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି, ଯାହା ଡାଇବେଟିସ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ଓ ହାର୍ଟ ରୋଗୀଙ୍କ ପାଇଁ ଭଲ।

Advertisment

୨. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣଙ୍କ ଶରୀରରେ ଭିଟାମିନ ସି’ ଓ ଆଇରନର ଅଭାବ ରହିଛି, ତେବେ ଜାମୁକୋଳି ଖାଆନ୍ତୁ।

jamun4

୩. ଏହାକୁ ଖାଇଲେ ରକ୍ତରେ ଥିବା ଖରାପ ବ୍ୟାକ୍ଟେରିଆ ନଷ୍ଟ ହୋଇଯା’ନ୍ତି।

୪. ଡାଇବେଟିସ ରୋଗୀ ଜାମୁକୋଳି ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ।

୫. ଏଥିରେ ଫାଇବର ଥିବାରୁ ପେଟରେ ଯନ୍ତ୍ରଣା, ଏସିଡିଟି, କୋଷ୍ଠକାଠିନ୍ୟ ଓ ଛାତିରେ ହେଉଥିବା ଜଳାପୋଡ଼ା ଭଲ ହୋଇଥାଏ।

୬. ଜାମୁକୋଳିକୁ ଆପଣ ଖାଲି ଖାଇପାରିବେ ନଚେତ ଜୁସ କିମ୍ବା ସାଲାଡ କରି ଖାଆନ୍ତୁ। ଏହାକୁ ଜୁସ କରି ପିଇଲେ ଶରୀରରେ ପାଣିର ଅଭାବ ଦୂର ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe