ଅଦ୍ୟତନ ହୋଇଛି
Advertisment
ବୟସ ବଢ଼ିଲେ ଶରୀରରେ କ୍ୟାଲସିୟମ୍ର ଅଭାବ ଦେଖିବାକୁ ମିଳିଥାଏ। ଏପରି ହେଲେ ହାଡ଼ରେ ଦରଜ ହୋଇଥାଏ। ଅଧିକାଂଶ ମହିଳା ଏ ସମସ୍ୟାର ସମ୍ମୁଖୀନ କରିଥା’ନ୍ତି। ମା’ ହେବା ପରେ ଶରୀରରେ କ୍ୟାଲସିୟମ୍ କମ୍ ହୋଇଯାଏ। ଏହି ଅଭାବକୁ ପୂରଣ କରୁଥିବା ଖାଦ୍ୟ ଜିନିଷଗୁଡ଼ିକ ମଧ୍ୟରୁ ପଣସ ଅନ୍ୟତମ। ପଣସ କେବଳ ସୁସ୍ୱାଦ ଫଳ ନୁହେଁ ଏକ ଭଲ ଔଷଧ ମଧ୍ୟ। ଏଥିରେ କ୍ୟାଲସିୟମ୍, ଭିଟାମିନ ଏ, ଭିଟାମିନ ସି, ପୋଟାସିୟମ୍, ଆଇରନ୍ ଓ ଜିଙ୍କ୍ ଭଳି ଭିଟାମିନ୍ ଭରପୂର ମାତ୍ରାରେ ଅଛି। ଖରାଦିନେ ନିୟମିତ ପଣସ ଖାଇଲେ ହାଡ଼ ମଜଭୁତ ହୁଏ। ଆସନ୍ତୁ ଜାଣିବା ନିୟମିତ ପଣସ ଖାଇଲେ ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/jackfruit-fb.jpg)
/odisha-reporter/media/post_attachments/wp-content/uploads/2017/10/jack.jpg)