ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ବାସି ରୁଟି

ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିବା ଅଭ୍ୟାସ ଅନେକଙ୍କ ରହିଛି। ଖାଦ୍ୟ ନଷ୍ଟ ନ ହୋଇଥିବା ସତ୍ତ୍ୱେ ଲୋକେ ଏହାକୁ ବେପରୁଆ ଭାବେ ଫିଙ୍ଗି ଦିଅନ୍ତି। ଫୁଡ୍‌ ଆଣ୍ଡ ଏଗ୍ରିକଲଜର ଅର୍ଗାନାଇଜେସନର ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ତେବେ ଅନେକ ଲୋକେ ଏଭଳି ମଧ୍ୟ ଅଛନ୍ତି ଯିଏକି ରାତି ବଳି ଯାଇଥିବା ରୁଟିକୁ ମଧ୍ୟ ଫୋପାଡି ଦିଅନ୍ତି। ତେବେ ଭୁଲ୍‌ରେ ମଧ୍ୟ ଏହି ବାସି ରୁଟିକୁ […]

stale-roti

stale-roti

Madhupriya Mistry
  • Published: Monday, 18 October 2021
  • Updated: 18 October 2021, 01:55 PM IST

Sports

Latest News

ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିବା ଅଭ୍ୟାସ ଅନେକଙ୍କ ରହିଛି। ଖାଦ୍ୟ ନଷ୍ଟ ନ ହୋଇଥିବା ସତ୍ତ୍ୱେ ଲୋକେ ଏହାକୁ ବେପରୁଆ ଭାବେ ଫିଙ୍ଗି ଦିଅନ୍ତି। ଫୁଡ୍‌ ଆଣ୍ଡ ଏଗ୍ରିକଲଜର ଅର୍ଗାନାଇଜେସନର ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ତେବେ ଅନେକ ଲୋକେ ଏଭଳି ମଧ୍ୟ ଅଛନ୍ତି ଯିଏକି ରାତି ବଳି ଯାଇଥିବା ରୁଟିକୁ ମଧ୍ୟ ଫୋପାଡି ଦିଅନ୍ତି। ତେବେ ଭୁଲ୍‌ରେ ମଧ୍ୟ ଏହି ବାସି ରୁଟିକୁ ଫିଙ୍ଗନ୍ତୁ ନାହିଁ। ଏହାର ଅନେକ ଲାଭ ରହିଛି।

- ବାସି ରୁଟି ଖାଇବା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ। ଡାକ୍ତରମାନେ କୁହନ୍ତି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଦ୍ୱାରା ଶରୀରରେ ଥିବା ସର୍କରା ମାତ୍ର ସନ୍ତୁଳିତ ରହିଥାଏ। ଏହା ଶରୀରକୁ ଇନ୍‌ଫ୍ଲାମେସନ ଜନିତ ସମସ୍ୟାରୁ ଆରାମ ମଧ୍ୟ ଦେଇଥାଏ।

- ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ବାସି ରୁଟି ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ସକାଳେ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଇ ଉଚ୍ଚ ରକ୍ତଚାପକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ।BaSI rOTI

- ପେଟ ଜନିତ ସମସ୍ୟା, ଅମ୍ଳତା ଏବଂ କୋଷ୍ଠକାଠିନ୍ୟରେ ପୀଡିତ ଲୋକମାନେ ମଧ୍ୟ ବାସି ରୁଟିରୁ ଆରାମ ପାଇପାରିବେ। ସକାଳେ ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଆପଣ ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।

- ଖୁବ୍ କମ୍ ଲୋକ ଜାଣିଥିବେ ଯେ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାସି ରୁଟି ଲାଭଦାୟକ ଅଟେ। ଯେଉଁମାନେ ଜିମରେ ମାଂସପେଶୀ ବଢ଼ାଇବା ଲାଗି ଯାଉଥିବା ବ୍ୟକ୍ତି ପାଇଁ ବାସି ରୁଟି ଖାଇବାରର ଅନେକ ଲାଭ ଅଛି।

- ତାଜା ରୁଟି ଅପେକ୍ଷା ଅଧିକ ପୁଷ୍ଟିକର ହୋଇଥାଏ ବାସି ରୁଟି। କାରଣ ଏହାକୁ ଦୀର୍ଘ ସମୟ ଧରି ରଖିବା କାରଣରୁ ଏଥିରେ ଥିବା ଜୀବାଣୁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରନ୍ତି। କିନ୍ତୁ ରୁଟି ଯେପରି ୧୨ରୁ ୧୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବାସି ନହେବା ସେଥିପ୍ରତି ଧ୍ୟାନ ରଖିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story