କେଉଁମାନଙ୍କୁ ଭଣ୍ଡା ଅଧିକ ଖାଇବା ମନା

ଯେତେବେଳେ ଏକ ସୁସ୍ଥ ଡାଏଟ୍ ଚାଟ୍ କଥା ଆସେ, ବିଶେଷଜ୍ଞମାନେ ପ୍ରଥମେ ଅମୃତ ଭଣ୍ଡାର ନାଁ ନିଅନ୍ତି।  ଭଣ୍ଡା ଏକ କମ୍ କ୍ୟାଲୋରୀଯୁକ୍ତ ଫଳ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଭଣ୍ଡାରେ ଫାଇବର, ଭିଟାମିନ୍ ପରି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଯାହା ହଜମରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ଯ୍ୟନ୍ତ, ମଧୁମେହ, କର୍କଟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଭଣ୍ଡା ଖାଇବାର ଅନେକ ଲାଭ ଥିବା ସତ୍ତ୍ୱେ […]

papaya

papaya

Madhupriya Mistry
  • Published: Tuesday, 22 February 2022
  • Updated: 22 February 2022, 05:12 PM IST

Sports

Latest News

ଯେତେବେଳେ ଏକ ସୁସ୍ଥ ଡାଏଟ୍ ଚାଟ୍ କଥା ଆସେ, ବିଶେଷଜ୍ଞମାନେ ପ୍ରଥମେ ଅମୃତ ଭଣ୍ଡାର ନାଁ ନିଅନ୍ତି।  ଭଣ୍ଡା ଏକ କମ୍ କ୍ୟାଲୋରୀଯୁକ୍ତ ଫଳ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଭଣ୍ଡାରେ ଫାଇବର, ଭିଟାମିନ୍ ପରି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଯାହା ହଜମରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ଯ୍ୟନ୍ତ, ମଧୁମେହ, କର୍କଟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଭଣ୍ଡା ଖାଇବାର ଅନେକ ଲାଭ ଥିବା ସତ୍ତ୍ୱେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ମଧ୍ୟ ହୋଇପାରେ।  କିଛି ଲୋକ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ନଚେତ ପରିସ୍ଥିତି ଭୟାନକ ହୋଇପାରେ। ତେବେ ଭଣ୍ଡା ଖାଇବା କେଉଁ ଲୋକଙ୍କ ପାଇଁ କ୍ଷତି ହୋଇପାରେ ଆସନ୍ତୁ ଜାଣିବା।

  • ଭଣ୍ଡାରେ ଥିବା ଲାଟେକ୍ସ ଗର୍ଭାଶୟକୁ ସଙ୍କୁଚିତ କରିବା କାମ କରିଥାଏ। ଏଭଳି ସ୍ଥିତିରେ ଗର୍ଭପାତ ହେବା ସମ୍ଭାବନା ବଢ଼ିଯାଏ।  ଏହା ବ୍ୟତୀତ ଭଣ୍ଡାରେ ଥିବା ପପେନ୍ ଗର୍ଭସ୍ଥ ଶିଶୁର ଝିଲ୍ଲି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଗର୍ଭାବସ୍ଥାରେ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ।
  • ଯଦି ଆପଣଙ୍କ କିଡନୀରେ ଷ୍ଟୋନ୍‌ ସମସ୍ୟା ରହିଛି ତେବେ ଅଧିକ ମାତ୍ରାରେ ଭଣ୍ଡା ଖାଇବା ଠାରୁ ଦୂରେଇ ରୁହନ୍ତୁ। ପ୍ରକୃତରେ ଅଧିକମାତ୍ରରେ ଭଣ୍ଡା ଖାଇବା ଦ୍ୱାରା କ୍ୟାଲସିଅନ୍‌ ଅକ୍ସଲେଟ୍‌ ଉତ୍ପନ୍ନ ହୁଏ, ଯାହାଦ୍ୱାରା କିଡନୀର ଷ୍ଟୋନ୍‌ ସମସ୍ୟା ବଢ଼ିପାରେ।
  • ଆଲର୍ଜି ସମସ୍ୟା ଥିବା ବ୍ୟକ୍ତି ଭୁଲ୍‌ରେ ବି ଭଣ୍ଡା ଖାଇବା ଉଚିତ ନୁହେଁ। କାରଣ ଭଣ୍ଡାରେ ଚିଟିନେଜ୍ ନାମକ ଏକ ଏନଜାଇମ୍ ଅଛି, ଯାହା ଲାଟେକ୍ସରେ ପାର୍ଶ୍ୱ-ପ୍ରତିକ୍ରିୟା ଦେଖାଇଥାଏ। ଏହି କାରଣରୁ, ଶ୍ୱାସକ୍ରିୟାରେ ଅସୁବିଧା, ଛିଙ୍କିବା ଏବଂ କାଶିବା, ଆଖିରୁ ପାଣି ବୋହିବା ଭଳି ସମସ୍ୟା ମଧ୍ୟ ହୋଇପାରେ।
  • ଯଦି ଆପଣଙ୍କୁ ଜଣ୍ଡିସ କିମ୍ବା ଆସ୍ଥା ସମସ୍ୟା ଅଛି ତେବେ ଭଣ୍ଡା ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଭଣ୍ଡାରେ ଥିବା ପପାଇନ୍‌ ଏବଂ ବିଟା କ୍ୟାରୋଟିନ୍‌ ଏହି ଦୁଇଟି ରୋଗ ପାଇଁ ବିପଦ।
  • ବିଶେଷଜ୍ଞଙ୍କ ଅନୁସାରେ ହୃଦ୍‌ ରୋଗୀଙ୍କ ପାଇଁ ଭଣ୍ଡା ଖାଇବା କ୍ଷତିକାର ପ୍ରମାଣିତ ହୋଇପାରେ। ଅଧିକ ମାତ୍ରାରେ ଭଣ୍ଡା ଖାଇବା ଦ୍ୱାରା ହାର୍ଟ ବିଟ୍‌ କମିଯାଏ। ବ୍ଲଡ ପ୍ରେସର ଥିବା ବ୍ୟକ୍ତି ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story