କେବେ ପିଇଛନ୍ତି ପାଳଙ୍ଗ ଜୁସ୍ ? ଆଜିଠୁ ଆରମ୍ଭ କରି ଦିଅନ୍ତୁ  

ପାଳଙ୍ଗ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ପାଳଙ୍ଗର ସଂପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଁଥିଲେ ଏହାର ଜୁସ୍‌ ପିଅନ୍ତୁ। ପାଳଙ୍ଗ ରସରେ ଭିଟାମିନ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଏଥିରେ କେରୋଟିନ, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍‌ନେସିୟମ୍, ପୋଟାସିୟମ୍‌, ସୋଡିୟମ୍, ଫସ୍‌ଫରସ ଏବଂ ଆବଶ୍ୟକୀୟ ଆମିନୋ ଏସିଡ୍‌ ରହିଛି । ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗରୁ ମିଳୁଥିବା ଫାଇଦା ସଂପର୍କରେ – ପାଳଙ୍ଗ ଶରୀରର ବିଷାକ୍ତ ପଦାର୍ଥକୁ […]

spinach

spinach

Rakesh Mallick
  • Published: Thursday, 09 November 2017
  • Updated: 10 November 2017, 04:51 PM IST

Sports

Latest News

ପାଳଙ୍ଗ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ପାଳଙ୍ଗର ସଂପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଁଥିଲେ ଏହାର ଜୁସ୍‌ ପିଅନ୍ତୁ। ପାଳଙ୍ଗ ରସରେ ଭିଟାମିନ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଏଥିରେ କେରୋଟିନ, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍‌ନେସିୟମ୍, ପୋଟାସିୟମ୍‌, ସୋଡିୟମ୍, ଫସ୍‌ଫରସ ଏବଂ ଆବଶ୍ୟକୀୟ ଆମିନୋ ଏସିଡ୍‌ ରହିଛି । ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗରୁ ମିଳୁଥିବା ଫାଇଦା ସଂପର୍କରେ

- ପାଳଙ୍ଗ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। କୋଷ୍ଠକାଠିନ୍ୟ ପରି ସମସ୍ୟା ଭୋଗୁଥିଲେ ପାଳଙ୍ଗ ଜୁସ୍‌ ଆପଣଙ୍କ ପାଇଁ ଅଧିକ ଲାଭଦାୟକ।

-  ପାଳଙ୍ଗ ଜୁସ୍‌ ନିୟମିତ ପିଇଲେ ହାଡ଼ ମଜଭୁତ ହୋଇଥାଏ।

- ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚା ବେଳକୁ ବେଳ ଉଜ୍ୱଳ ଦିଶେ।

-  ପାଳଙ୍ଗରେ ଥିବା କେରୋଟିନ ଓ କ୍ଲୋରୋଫିଲ କ୍ୟାନସର ରୋଗରୁ ରକ୍ଷା କରିଥାଏ।

-  ପାଳଙ୍ଗ ଖାଇଲେ ଦୃଷ୍ଟି ଶକ୍ତି ବଢ଼ିଥାଏ।

- ହଜମ କ୍ରିୟାକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ଜୁସ୍‌ ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଆହୁରି ମଧ୍ୟ ପଢନ୍ତୁ: ବହୁ ରୋଗର ଅବ୍ୟର୍ଥ ଔଷଧ ଜିରା-ଗୁଡ ଡ୍ରିଙ୍କ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story