Advertisment

ମହିଳାମାନେ କାହିଁକି ବାଇଗଣ ଖାଇବାକୁ ବେଶି ଭଲ ପାଆନ୍ତି?

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସଂପଦ। ଆଉ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦରକାର ସୁଷମ ଖାଦ୍ୟ। ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦଅନ୍ତି। କେବଳ ପୁରୁଷମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତି ନାହିଁ, ମହିଳାମାନେ ବି ସମାନ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ କେଉଁଟା ଖାଇବେ ଓ କେଉଁଟା ନଖାଇବେ ସେଥିପ୍ରତି ସେମାନେ ଖୁବ୍ ଯତ୍ନବାନ। ସେମାନେ ବିଶେଷ କରି ପନିପରିବା ଓ ଫଳମୂଳ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ମହିଳାମାନେ କାହିଁକି ବାଇଗଣ ଖାଇବାକୁ ବେଶି ଭଲ ପାଆନ୍ତି?

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସଂପଦ। ଆଉ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦରକାର ସୁଷମ ଖାଦ୍ୟ। ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦଅନ୍ତି। କେବଳ ପୁରୁଷମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତି ନାହିଁ, ମହିଳାମାନେ ବି ସମାନ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ କେଉଁଟା ଖାଇବେ ଓ କେଉଁଟା ନଖାଇବେ ସେଥିପ୍ରତି ସେମାନେ ଖୁବ୍ ଯତ୍ନବାନ। ସେମାନେ ବିଶେଷ କରି ପନିପରିବା ଓ ଫଳମୂଳ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସବୁ ପନିପରିବା ମଧ୍ୟରେ ମହିଳାମାନେ ବାଇଗଣ ଖାଇବାକୁ ବେଶି ପସନ୍ଦ କରନ୍ତି ବୋଲି କୁହାଯାଏ। ତେବେ କାହିଁକି ମହିଳାମାନେ ବାଇଗଣ ଖାଇବାକୁ ଅଧିକ ପସନ୍ଦ କରନ୍ତି? କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ଏହା ରକ୍ତ ବି ବଢ଼ାଏ।

Advertisment

ପୁରୁଷମାନଙ୍କ ପାଇଁ ବି ବାଇଗଣ ଲାଭକାରୀ

ବାଇଗଣ କେବଳ ମହିଳାଙ୍କ ପାଇଁ ଲାଭକାରୀ ନୁହେଁ, ଏହା ପୁରୁଷଙ୍କ ପାଇଁ ବି ଉପକାରୀ। ଯଦି ତରକାରୀରେ ବାଇଗଣ ପଡ଼ିଲେ ଆପଣଙ୍କୁ ଭଲ ଲାଗୁନି ତା’ହେଲେ ଭର୍ତ୍ତା କରି ଖାଇପାରିବେ।

ଆହୁରି ପଢ଼ନ୍ତୁ: ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ ବାଇଗଣ